ଗରିବ କଲ୍ୟାଣ ଅଭିଯାନର ଶୁଭାରମ୍ଭ କଲେ…
ନୂଆଦିଲ୍ଲୀ: ପ୍ରବାସୀ ମାନଙ୍କ ପାଇଁ ଭଲ ଖବର। ଆଜି ଦେଶରେ ଶୁଭାରମ୍ଭ ହେଲା ଗରିବ କଲ୍ୟାଣ ଅଭିଯାନ। ଏହି ଯୋଜନାକୁ ଶୁଭାରମ୍ଭ କରିଛନ୍ତି ପିଏମ୍ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରୁଛନ୍ତି ମୋଦି। ବିହାର ଖଗଡ଼ିଆ ଜିଲ୍ଲା ତେଲିହାର ଗାଁରୁ ଯୋଜନାର ଶୁଭାରମ୍ଭ କରାଯାଉଛି।…