ଟିକ୍ଟକ୍ ସମେତ ୫୯ଟି ଚାଇନିଜ୍ ଆପ୍…
ନୂଆଦିଲ୍ଲୀ: ଚାଇନା ମୋବାଇଲ ଆପ୍ ବିପକ୍ଷରେ ଭାରତ ସରକାର ନେଲେ କଡ଼ା ଆଭିମୁଖ୍ୟ। ତଥ୍ୟ ଚୋରି ଅଭିଯୋଗରେ ଟିକ୍ଟକ୍ ସମେତ ୫୯ଟି ଚାଇନା ମୋବାଇଲ୍ ଆପ୍କୁ ଭାରତରେ ବ୍ୟାନ୍ ଘୋଷଣା କରାଯାଇଛି। ଦେଶର ଏକତା ଓ ସାର୍ବଭୌମତ୍ବ ଏବଂ ସୁରକ୍ଷା ପ୍ରତି ବିପଦ ଥିବାରୁ ଏହି ଆପକୁ ନିଷିଦ୍ଧ ଘୋଷଣା କରିଛନ୍ତି…