Odisha Link
Bridging the Missing Links in Odisha
Monthly Archives

June 2020

କଳା ଦିବସ ଓ ମୋର କଳା କାରନାମା: ଏକ…

ଜୟପ୍ରକାଶଙ୍କ ପରି ମହାଜ୍ଞାନୀ ମହାବିପ୍ଲବୀ ଶସ୍ତା ରାଜନୈତିକ ଦଳଙ୍କ କୌଶଳ ଅବଲମ୍ବନ କରି ଇନ୍ଦିରାଙ୍କ ସହିତ ଲଢ଼ିଲେ। ଗୋଟିଏ ଚୋର ଦଳ ବିଦାହୋଇ ଆଉ ଏକ ବଡ଼ ଗ୍ୟାଙ୍ଗ୍ ଗାଦିରେ ବସିଲା। ଏ ଆନ୍ଦୋଳନ ପର୍ଯ୍ୟବେସିତ ହେଲା ନିଛକ ଦଳବଦଳିରେ।। ସମ୍ପୂର୍ଣ୍ଣ ବିପ୍ଳବ ଆନ୍ଦୋଳନ ସମ୍ପୂର୍ଣ୍ଣ ଫ୍ଲପ୍ ଶୋ'ରେ ସରିଗଲା।…

ଆଜି ହେରା ପଞ୍ଚମୀ, ମହାପ୍ରଭୁଙ୍କ ମାନବୀୟ…

ପୁରୀ: ଆଜି ହେଉଛି ପବିତ୍ର ହେରାପଞ୍ଚମୀ। ଆଜିଠାରୁ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି। ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି। ଅଭିମାନିନୀ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଶରଧାବାଲିରେ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ। ଏହାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା…

କରୋନାରେ ଆଉ ଜଣଙ୍କର ମୃତ୍ୟୁ, ମୋଟ ୧୮

ଭୁବନେଶ୍ବର: ରାଜ୍ୟରେ ଆଜି ୧୭୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ଆଉ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି। ସ୍ବାସ୍ଥ୍ୟ ବିଭାଗର…

କ୍ରମାଗତ ୨୧ ଦିନ ପାଇଁ ଉପର ମୁହାଁ ତେଲ…

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିିଥିବା ବେଳେ ଅନ୍ୟପଟେ ଦେଶରେ ତେଲ ଦର ଉପର ମୁହାଁ। ଯାହାକୁ ନେଇ ଦେଶବାସୀ ଚିନ୍ତିତ। କ୍ରମାଗତ ୨୧ ଦିନ ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡ଼ିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି।…

କରୋନା: ରାଜ୍ୟରେ ଆଉ ୧୭୦ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ଦିନକୁ ଦିନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ପ୍ରଧାନମନ୍ତ୍ରୀ ନିରବ, ଆତ୍ମସମର୍ପଣ…

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ ସ୍କାନରରେ ମୋଦି ସରକାର। କ୍ରମାଗତ ଭାବେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି ରାହୁଲ। ଲଦାଖ ଗଲଓ୍ବାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ୨୦ ଯବାନଙ୍କୁ ନେଇ ମୋଦିଙ୍କୁ ଟାର୍ଗେଟ କରିଆସୁଛନ୍ତି…

କରୋନା: ଦିନକରେ ୧୮ ହଜାରରୁ ଉର୍ଦ୍ଧ୍ବ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୪ ଘଣ୍ଟାରେ ଭାରତରେ ୧୮ ହଜାରରୁ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକି ଦେଶରେ ଆଜି…

ଆଜିଠୁ ଗଞ୍ଜାମରେ ୪ ଦିନିଆ ସଟ୍‌ଡାଉନ୍,…

ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ଗଞ୍ଜାମ ଜିଲ୍ଲା କରୋନା ସଂକ୍ରମଣରେ ସବୁଠୁ ଆଗରେ ରହିଛି। ଜିଲ୍ଲାରେ କରୋନା ସଂକ୍ରମଣକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାପାଳ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ…

କରୋନା: ଦିନକରେ ୧୭ ହଜାରରୁ ଉର୍ଦ୍ଧ୍ବ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୪ ଘଣ୍ଟାରେ ଭାରତରେ ୧୭ ହଜାରରୁ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକି ଦେଶରେ ଆଜି…

ଭଲ ଖବର: ସୁସ୍ଥ ହେଲେ ଆଉ ୧୨୫ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ବଢ଼ିବାରେ ଲାଗିଛି ସେତିକି ସୁସ୍ଥଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ରାଜ୍ୟରେ ଆଜି ଆଉ ୧୨୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ସୁସ୍ଥ ହୋଇଥିବା ୧୨୫…