କରୋନା ସଂକ୍ରମଣ: ଆମେରିକା, ବ୍ରାଜିଲ୍‌ ପରେ ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ କ୍ଷେତ୍ରରେ ବିଶ୍ବରେ ଭାରତର ସ୍ଥିତି ଦିନକୁ ଦିନ ଉଦ୍‌ବେଗଜନକ ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ପୂର୍ବରୁ ୪ର୍ଥ ସ୍ଥାନରେ ଥିଲା। ଗତକାଲି ଦେଶରେ ପ୍ରାୟ ୨୩,୦୦୦ ନୂଆ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ମିଳିବା ପରେ ଭାରତ ତୃତୀୟ ସ୍ଥାନକୁ ଉଠିଛି। ରବିବାର ସୁଦ୍ଧା ଭାରତରେ ୬,୯୭,୮୩୬ ଜଣ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୨,୦୬,୬୧୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଦ୍ବିତୀୟ ସ୍ଥାନରେ ଥିବା ଦିଲ୍ଲୀରେ ୯୯,୪୪୪ ଜଣ ଆକ୍ରାନ୍ତ … Continue reading କରୋନା ସଂକ୍ରମଣ: ଆମେରିକା, ବ୍ରାଜିଲ୍‌ ପରେ ତୃତୀୟ ସ୍ଥାନରେ ଭାରତ