କଟକ: ସୁନା ମାସ୍କ ପାଇଁ ଚର୍ଚ୍ଚାରେ ଆଲୋକ…
କଟକ: ସୁନାର ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଆ ବ୍ୟବସାୟୀ। ତାଙ୍କ ଘର ସ୍ଥାନୀୟ ବକ୍ସିବଜାର ବେପାରୀ ସାହିରେ, ବୃତ୍ତିରେ ସେ ଜଣେ ବ୍ୟବସାୟୀ। ଏହି ବ୍ୟବସାୟୀଙ୍କ ନାମ ଆଲୋକ ମହାନ୍ତି।
ଆଲୋକଙ୍କର କଟକରେ ଆସବାବପତ୍ର ବ୍ୟବସାୟ ରହିଛି। ନିକଟରେ ପୁଣେସ୍ଥିତ ପିମ୍ପରି-ଚିଞ୍ଚୱାଡ୍ ଅଞ୍ଚଳର ଜଣେ…