Odisha Link
Bridging the Missing Links in Odisha
Daily Archives

July 18, 2020

କରୋନା: ୨୫ ଜିଲ୍ଲାରୁ ୫୯୧ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଚେନ୍‌ ରୋକିବାକୁ ଗତକାଲି ରାତି ୯ରୁ ୪ ଜିଲ୍ଲା ଓ ରାଉରକେଲାରେ ଜାରି ହୋଇଛି ଲକ୍‌ଡାଉନ୍। ଆଜି ରାଜ୍ୟର ୨୫ଟି ଜିଲ୍ଲାରୁ ୫୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ହୋଇଥିବା…

ଅମରନାଥଙ୍କ ଦର୍ଶନ କଲେ ରାଜନାଥ ସିଂହ,…

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଆଜି ଅମରନାଥ ଯାତ୍ରାରେ ରାଜନାଥ। ସେଠାରେ ବାବା ବର୍ଫାନିଙ୍କୁ ଦର୍ଶନ କରିବା ସହିତ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଛନ୍ତି। ଏହି ଗସ୍ତରେ ରାଜନାଥଙ୍କ ସହିତ ସିଡିଏସ୍‌ ବିପିନ୍‌ ରାଓ୍ବତ ଓ ସେନାଧ୍ୟକ୍ଷ ସାମିଲ…

ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ସଫା

ଜମ୍ମୁ କଶ୍ମୀର : ଆଜି ସକାଳୁ ସକାଳୁ ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳିବିନିମୟରେ ଭାରତୀୟ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ସୁରକ୍ଷା ବାହିନୀ ଗୁଳିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। କଶ୍ମୀର ଘାଟିରେ ଗତ ୨୪…

ଜୁଲାଇ ୨୨ରେ ନବନିର୍ବାଚିତ ରାଜ୍ୟସଭା…

ନୂଆଦିଲ୍ଲୀ: କରୋନା କାଳରେ ସରି ଯାଇଛି ରାଜ୍ୟସଭା ନିର୍ବାଚନ। ଏସବୁ ମଧ୍ୟରେ ରାଜ୍ୟସଭାର ୬୧ ଜଣ ସଦସ୍ୟ ଆସନ୍ତା ୨୨ ତାରିଖରେ ଶପଥ ପାଠ କରିବେ ବୋଲି ସୂଚନା ରହିଛି। ଏହି ତାଲିକାରୋ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସୁବାସ ଚନ୍ଦ୍ର ସିଂ, ସୁଜିତ କୁମାର, ମୁଜିବୁଲ୍ଲା ଖାନ (ମୁନା) ଓ ମମତା ମହନ୍ତ…

ବଡ଼ ଖବର: ଦେଶରେ ୨୬ ହଜାର ଡେଇଁଲା ମୃତ୍ୟୁ…

ନୂଆଦିଲ୍ଲୀ: ଦେଶରେ ବେଲଗାମ ହେଉଛି କରୋନା ସଂକ୍ରମଣ। ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୧୦ ଲକ୍ଷ ୩୮ ହଜାର…

ରହସ୍ୟ ଘେରରେ ଆଦିତ୍ୟଙ୍କ ମୃତ୍ୟୁ: ପତ୍ନୀ…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ୧୩ ଦିନ ବିତି ଯାଇଥିଲେ ମଧ୍ୟ କେଉଁ କାରଣରୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମାଲାକୁ ନେଇ ଚାଲିଛି ଜୋରଦାର ତଦନ୍ତ। ଗତକାଲି ମୃତ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ବାପା ଓ…