ଲୋକଙ୍କ ବିଶ୍ବାସ, ବେଙ୍ଗ ନାଚିଲେ ବର୍ଷା…
କଟକ: ଆଧୁନିକ ଯୁଗରେ ମଣିଷ ସମାଜ। ହେଲେ ପୁରୁଣାକାଳିଆ ପ୍ରଥା ଓ ପରମ୍ପରା ଏବେବି ଆମ ମନରେ ବସା ବାନ୍ଧି ରହିଛି। ମଣିଷ ଚନ୍ଦ୍ର ପୃଷ୍ଠରେ ଘର କରିବା ପାଇଁ ଯୋଜନା କରିଲାଣି। ଅପରପକ୍ଷେ ଏବେବି ମଣିଷ ସମାଜ ଅନ୍ଧ ବିଶ୍ବାସ ଓ ପୁରୁଣାକାଳିଆ ପରମ୍ପରାରେ ବୁଡ଼ି ରହିଛି। ଯେପରିକି ବେଙ୍ଗନାଚ କଲେ ବର୍ଷା ହେବ…