୨୬ ବର୍ଷ ପରେ ହେବ ମହାପ୍ରଭୁଙ୍କ ଦୁର୍ଲଭ…
ପୁରୀ: ଦୀର୍ଘ ୨୬ବର୍ଷ ପରେ ପରେ ଚଳିତ ବର୍ଷ ପଡ଼ୁଛି ମହାପ୍ରଭୁଙ୍କ ବହୁ ପ୍ରତୀକ୍ଷିତ ନାଗାର୍ଜୁନ ବେଶ। ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ମହପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ମିଳିବ। ଚଳିତ ବର୍ଷ କାର୍ତ୍ତିକ ମାସରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ। ଦୀର୍ଘ ୨୬ ବର୍ଷ ପରେ ଏହି ବେଶ…