Odisha Link
Bridging the Missing Links in Odisha
Monthly Archives

July 2020

ଦିଲ୍ଲୀରେ କମିଲା ଡିଜେଲ ଦର, ଭ୍ୟାଟ…

ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିଓ୍ବାଲ ସରକାରଙ୍କ ବଡ଼ ଘୋଷଣା। କରୋନା କାଳରେ ଡିଜେଲ ଦର ହ୍ରାସ କରିବା ନେଇ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀରେ ଡିଜେଲ ଦରରେ ୧୬.୭୫% ଭ୍ୟାଟ ଲାଗିବା ନେଇ ନିଷ୍ପତ୍ତି ନେଇଛନ୍ତି କେଜ୍ରଓ୍ବାଲ ସରକାର। କରୋନା ସମୟରେ ଡ଼ିଜେଲ ଓ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ି…

ଦେଶକୁ ବର୍ବାଦ କରୁଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀ ପିଏମ୍‌ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଲଗାତାର ଭାବେ ରାହୁଲଙ୍କ ଟାର୍ଗେଟ ସ୍କାନରରେ ମୋଦି। ଆଜି ରାହୁଲ ଟୁଇଟ କରି କହିଛନ୍ତି ଯେ, ମୋଦି ଦେଶକୁ ବର୍ବାଦ କରୁଛି। ବିମୁଦ୍ରୀକରଣ, ଜିଏସ୍‌ଟି, କରୋନା ମହାମାରୀରେ…

କାଲିଠୁ ବଲାଙ୍ଗିରରେ ୪ଦିନିଆ ସଟ୍‌ଡାଉନ୍

ବଲାଙ୍ଗିର: ରାଜ୍ୟରେ ଦିନକୁ ଦିନ ବିଗୁଡ଼ିଛି କରୋନ ସ୍ଥିତି। ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି। ତେବେ କରୋନା ସ୍ଥିତି ନିୟନ୍ତ୍ରଣ ଲାଗି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ନେଇଛି କଡ଼ା ପଦକ୍ଷେପ। ଜିଲ୍ଲାକୁ ୪ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ବଲାଙ୍ଗୀର…

ରାଜସ୍ଥାନ ରାଜନୀତି: ଅଗଷ୍ଟ ୧୪ରୁ…

ଜୟପୁର: ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ହଟଚମଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଆଶ୍ବସ୍ତି। ଗେହଲଟ ସରକାରଙ୍କ ତିନୋଟି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଶେଷରେ ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଡାକିବାକୁ ରାଜି ହୋଇଛନ୍ତି। ରାଜ୍ୟପାଳ କାଲରାଜ…

କରୋନା: ରାଜ୍ୟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା,…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଏପରିକି କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଆଜି ରାଜ୍ୟର ୨୮ଟି ଜିଲ୍ଲାରୁ ଆଉ ୧୨୦୩ ଜଣ ନୂଆ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ଆଜି ରାଜ୍ୟରେ ୧୦ ଜଣଙ୍କର କରେନା ଜନିତ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ କରୋନା ଜନତି…

ବଡ଼ ଖବର: ରାଜ୍ୟରେ ୩୦ ହଜାର ଟପିଲା…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଏପରିକି କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଆଜି ରାଜ୍ୟର ୨୮ଟି ଜିଲ୍ଲାରୁ ଆଉ ୧୨୦୩ ଜଣ ନୂଆ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ…

କରୋନା: ୨୪ ଘଣ୍ଟାରେ ସର୍ବାଧିକ ୫୨…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଏପରିକି କ୍ରମାଗତ ଭାବେଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୧୫ ଲକ୍ଷ ୮୩ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…

ବିଧାୟକଙ୍କ ଦୁର୍ବ୍ୟବହାର ଓ କୋଭିଡ୍…

ଭୁବନେଶ୍ବର: ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଗତକାଲି ଯେଭଳି ଶହେରୁ ଉର୍ଦ୍ଧ୍ୱ ସମର୍ଥକଙ୍କ ସହିତ କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ସମ୍ବଲପୁର ଜିଲ୍ଲାପାଳଙ୍କ ଦପ୍ତରରେ ଧସେଇ ପଶିଲେ ତାହାକୁ ସମ୍ବଲପୁରର ଜନସାଧାରଣଙ୍କ ସମେତ ସମଗ୍ର ରାଜ୍ୟବାସୀ ଦେଖିଛନ୍ତି । ଯଦି ଶ୍ରୀ ମିଶ୍ର ଜନସ୍ୱାର୍ଥ ପ୍ରସଙ୍ଗ ନେଇ…

ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁର ହେବ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜିପି ନିର୍ଦେଶ ଦେଇଛନ୍ତି। ଗୁରୁବାର ସକାଳେ ଏନେଇ ପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟ କରି ସୂଚନା ଦେଇଛନ୍ତି। ପୁଲିସ ଡିଜିପିଙ୍କ ଟ୍ବିଟ…

ଅନ୍‌ଲକ୍‌-୩ : ଉଠିଲା ରାତ୍ରକାଳୀନ…

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅଣାୟତ୍ତ ଥିବା ବେଳେ କେନ୍ଦ୍ର ସରକାର ଜାରି କରିଛନ୍ତି ଅନ୍‌ଲକ୍-୩ ଗାଇଡଲାଇନ୍। କଣ୍ଟେନମେଣ୍ଟ ଜୋନରେ ଅଗଷ୍ଟ ୩୧ ଯାଏଁ ଲକ୍‌ଡାଉନ୍‌ ଜାରି। ରାତ୍ରକାଳୀନ କର୍ଫ୍ୟୁ କଟକଣାକୁ ଉଠାଇଲେ ସରକାର। ଗାଇଡ଼ ଲାଇନ ଅନୁସାରେ ଅଗଷ୍ଟ ୧ରୁ ନାଇଟ କର୍ଫ୍ୟୁ ହଟିବ। କିିନ୍ତୁ ଅଗଷ୍ଟ…