Odisha Link
Bridging the Missing Links in Odisha
Daily Archives

August 9, 2020

ଫକୀରମୋହନଙ୍କ କବିତା ପଢ଼ିଲେ ବିଶ୍ବର…

ନୂଆଦିଲ୍ଲୀ: ଫକୀରମୋହନ ଫାଉଣ୍ଡେସନ୍‌, ଓଡ଼ିଶା ଶାଖା ପକ୍ଷରୁ ଅଗଷ୍ଟ ୭ ଓ ୮ ତାରିଖରେ କେବଳ ଫକୀରମୋହନଙ୍କ କବିତାକୁ ନେଇ ଏକ ଅନ୍ତର୍ଜାତୀୟ ସ୍ତରରେ ନଭସଞ୍ଚାରୀ(Online) କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ତିନୋଟି ପର୍ଯ୍ୟାୟର ପ୍ରତିଯୋଗିତାରେ ପ୍ରଥମରୁ ପିଏଚ୍‌ଡି ପର୍ଯ୍ୟନ୍ତ ଓ…

ଶ୍ରୀଲଙ୍କା: ପ୍ରଧାନମନ୍ତ୍ରୀ ଭାବେ ଶପଥ…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷେ। ଶ୍ରୀ ରାଜପକ୍ଷେ କଲେମ୍ବାର ପ୍ରସିଦ୍ଧ ବୌଦ୍ଧ ମନ୍ଦିରରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜପକ୍ଷେଙ୍କ ପାର୍ଟି ପିପଲ୍ସୁ ପାର୍ଟି ଚଳିତବର୍ଷ ସାଧାରଣ ନିର୍ବାଚନରେ…

ଚାଷୀଙ୍କୁ ମୋଦିଙ୍କ ଉପହାର: କୃଷି…

ନୂଆଦିଲ୍ଲୀ: ଆଜି ପିଏମ୍‌ ମୋଦି ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୃଷି କ୍ଷେତ୍ରର ବିକାଶ ପାଇଁ ୧ଲକ୍ଷ କୋଟି ଟଙ୍କାର ଏକ ଆର୍ଥିକ ପାଣ୍ଠିର ଆରମ୍ଭ କରିଛନ୍ତି। ଏଥିସହିତ ପିଏମ୍‌ କିଷାନ ଯୋଜନାର ୬ଷ୍ଠ କିସ୍ତି ଟଙ୍କା ପାଇଛନ୍ତି ଚାଷୀ। ଏହି ଯୋଜନାର ୬ଷ୍ଠ ପର୍ଯ୍ୟାୟରେ ୮.୫ କୋଟି ଚାଷୀଙ୍କୁ ୧୭…

ଦିନକରେ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରେ ଆଉ ୧୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୨ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କରୋନା: ୨୯ ଜିଲ୍ଲାରୁ ୧୭୩୪ ପଜିଟିଭ…

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା। ରାଜ୍ୟ ୨୯ ଟି ଜିଲ୍ଲାରୁ ୧୭୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୪୫ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା…

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ…

ନୂଆଦିଲ୍ଲୀ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଶ୍ରୀ ସିଂହ ଆଜିର ଘୋଷଣାରେ ଆତ୍ମନିର୍ଭର ଭାରତ ଅଭିଯାନକୁ ଗୁରୁତ୍ବ ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରାଳୟ ବର୍ତ୍ତମାନ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ‌ନେବାକୁ ପ୍ରସ୍ତୁତ ଅଛି।…