ଓଟିଭି ଚ୍ୟାନେଲ୍ ଆସୁଥିବା ହୋଟେଲ୍…
ଭୁବନେଶ୍ବର: ଦୁଇଦିନ ହେଲା କରୋନା ସଂକ୍ରାନ୍ତ ଏକ ଭାଇରାଲ୍ ଅଡିଓର ପ୍ରସାରଣ ନେଇ ରାଜ୍ୟ ସରକାର ଓ ଓଟିଭି ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କ ଏକ ଫେସ୍ବୁକ୍ ପୋଷ୍ଟ୍ ଏବେ ଚର୍ଚ୍ଚାରେ। ଏକଦା ଓଟିଭି ଗ୍ରୁପ୍ ସହ ବେଶ୍ ଘନିଷ୍ଠ ଥିବା ଅନୁଭବ…