Odisha Link
Bridging the Missing Links in Odisha
Daily Archives

August 11, 2020

ଆଜି ଜନ୍ମାଷ୍ଟମୀ : ମଧ୍ୟରାତ୍ରିରେ…

ଭୁବନେଶ୍ବର: ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମତିଥି ବା ଜନ୍ମାଷ୍ଚମୀ। ଏହିଦିନ ନିଶାର୍ଦ୍ଧରେ କଂସର ବନ୍ଦୀଶାଳାରେ ଦେବକୀଙ୍କ ଅଷ୍ଚମ ଗର୍ଭରେ ଜନ୍ମଗ୍ରହଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ । କେହି କେହି ତାଙ୍କୁ ଭଗବାନ ବିଷ୍ଣୁଙ୍କର ଅଷ୍ଟମ, ତ୍ରୟୋଦଶ ବା ବିଂଶ ଅବତାର ବୋଲି କହିଥାନ୍ତି । କିମ୍ବଦନ୍ତୀ…

କରୋନା: ଆଉ ୧୦ ମୃତ, ରାଜ୍ୟରେ ମୋଟ ୨୯୬

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଥମୁନଥିବା ବେଳେ ଦୈନିକ ମୃତକ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଆଜି ପୁଣି ରାଜ୍ୟରେ ୧୦ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୬ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

କରୋନା: ୨୯ ଜିଲ୍ଲାରୁ ୧୩୪୧ ପଜିଟିଭ…

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ। ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ୧୩୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ଟପିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

କରୋନା ମୁକାବିଲା: ଆଜିଠୁ ରାଜଧାନୀର ୯ଟି…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ରାଜ୍ୟର ସବୁଠାରୁ ଅଧିକ ଗଞ୍ଜାମ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ତା ପଛକୁ ଖୋର୍ଦ୍ଧା ଜିଲ୍ଲା। ବିଶେଷକରି ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଲରେ ଆଜିଠୁ କରୋନା…

ରାଜସ୍ଥାନ ରାଜନୀତି: ପାଇଲଟଙ୍କ…

ଜୟପୁର: ଦୀର୍ଘଦିନ ଧରି ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ରାଜନୈତିକ ସଙ୍କଟରେ ବିରାମ ଲାଗିବାକୁ ଯାଉଛି। ରାଜସ୍ଥାନ କଂଗ୍ରେସ ମଧ୍ୟରେ ଯେଉଁ କଳହ ଲାଗି ରହିଥିଲା। ତାହା ଏବେ ଥମିବାରେ ଲାଗିଛି। ଗତକାଲି କଂଗ୍ରେସ ହାଇକମାଣ୍ଡଙ୍କ ସହ ସାକ୍ଷାତ ପରେ ସଚିନ୍‌ ପାଇଲଟ୍‌ ଓ ତାଙ୍କ ସମର୍ଥକ ମାନେ ନରମ…

କରୋନା: ୨୪ ଘଣ୍ଟାରେ ୫୩ ହଜାରରୁ…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି। ଅଗଷ୍ଟ ମାସରେ ମଧ୍ୟ ଉପରମୁହାଁ କରୋନା ଗ୍ରାଫ୍। ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୨୨ ଲକ୍ଷ ୬୮ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେନ୍ଦ୍ର ସ୍ବାସ୍ଥ୍ୟ…