ରାତିରେ ଶୋଇପଡ଼ିଲା ସ୍ବାମୀ, ସ୍ତ୍ରୀ କଲା…
ଜଗତସିଂହପୁର: ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ବାଲିକୁଦାଥାନା ଅନ୍ତର୍ଗତ ସଦେଇପୁର ଗାଁରେ। ପାରିବାରିକ କଳହରୁ ସ୍ବାମୀକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ। ସ୍ବାମୀକୁ ହତ୍ୟା କରିବା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଛି ସ୍ତ୍ରୀ। ମୃତ ବ୍ୟକ୍ତ ଜଣକ…