Odisha Link
Bridging the Missing Links in Odisha
Daily Archives

August 15, 2020

ସୁନ୍ଦରଗଡ଼: ଶିଶୁଙ୍କ ପାଇଁ ଅଙ୍ଗନବାଡ଼ି…

ସୁନ୍ଦରଗଡ଼: ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଶିଶୁଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ହେମଗିରି ବ୍ଲକରେ ‘ମାଣ୍ଡିଆ ଲଡୁ’ ଏବଂ ଲେଫ୍ରିପଡ଼ା ବ୍ଲକରେ ‘ସ୍ପିରୁଲିନାଯୁକ୍ତ ଚିନି ଓ ବାଦାମ ଚିକି’ର ପାଇଲଟ୍‌ କାର୍ଯ୍ୟକ୍ରମ…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ…

କଟକ: ୭୪ତମ ସ୍ବାଧୀନତା ଦିବସ ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବର୍ତ୍ତମାନ ଓ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମାସିକ ପତ୍ରିକା "ଯୁବ ସଂକଳ୍ପ"ର ପ୍ରଥମ ସଂସ୍କରଣକୁ ଭର୍ଚୁଆଲ ଲୋକାର୍ପଣ କରିଛନ୍ତି ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଏହି…

ପୋଖରୀରେ ବୁଡିଯାଇ ଦୁଇ ଛାତ୍ରଙ୍କ ମୃତ୍ୟୁ

ଜଗତସିଂହପୁର: ପୋଖରୀରେ ବୁଡିଯାଇ ଦୁଇ ଛାତ୍ରଙ୍କ ମୃତ୍ୟୁ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ତୁଳଙ୍ଗ ଗାଁରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଦୁଇ ଛାତ୍ର ଦୁଇ ଜଣ ହେଲେ ତୁଳଙ୍ଗ ଗାଁର ନବମ ଶ୍ରେଣୀର ଛାତ୍ର ଆୟୁଷ ବିଶ୍ବାଳ ଓ ପ୍ରତ୍ୟୁଷ ବିଶ୍ବାଳ। ସୂଚନା ମୁତାବକ, ଆୟୁଷ ବିଶ୍ବାଳ ଓ…

ଅଗଷ୍ଟ ଶେଷରେ କରୋନା ଟିକା, ରୁଷ୍‌ ଆରମ୍ଭ…

ଓଏଲ୍‌ ବ୍ୟୁରୋ: ଅଗଷ୍ଟ ୧୧ ତାରିଖରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱର ପ୍ରଥମ କରୋନା ଟୀକା ନେଇ ଘୋଷଣା କରିଥିଲେ। ଏହାର ୪ ଦିନ ପରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଗଷ୍ଟ ଶେଷ ସପ୍ତାହକୁ ବଜାରୁ ପ୍ରବେଶ କରିବ କରୋନା ଟିକା। ଏନେଇ ସୂଚନା ମିଳିଛି। ସ୍ପୁଟନିକ୍-ଭି ଭ୍ୟାକସିନ୍‌ର ଉତ୍ପାଦନ…

କରୋନା: ଭୁବନେଶ୍ବରରେ ୫ହଜାର ଟପିଲା…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅଣାୟତ୍ତ କରୋନା ସ୍ଥିତି। ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ପୁଣି ରାଜଧାନୀ ଭୁବନେଶ୍ବରରୁ ଆଉ ୨୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୧୯ରେ ପହଁଞ୍ଚିଛି। ଏନେଇ ବିଏମ୍‌ ସି ପକ୍ଷରୁ ସୂଚନା ରହିଛି।…

ଆରମ୍ଭ ହେବ ‘ଶିକ୍ଷା ସମ୍ପର୍କ…

ଯାଜପୁର: କରୋନା ମାହମାରୀ କାରଣରୁ ରାଜ୍ୟରେ ଏବେ ସ୍କୁଲ୍‌ ଖୋଲିବାର ସମ୍ଭାବନା ନାହିଁ। ଏନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ ବୋଲି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ନୂଆ ଯୋଜନାର ନାଁ ରହିବ 'ଶିକ୍ଷା ସଂପର୍କ ଯୋଜନା'। ଯାଜପୁର ଜିଲ୍ଲା ପ୍ୟାରେଡ୍‌ ଅବସରରେ ଗଣ ଶିକ୍ଷାମନ୍ତ୍ରୀ ଏହି…

କେମିତି ରହିଛି ପ୍ରଣବ ମୁଖାର୍ଜୀଙ୍କ…

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନାହିଁ। ସେ ଏବେ ମଧ୍ୟ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ଦିଲ୍ଲୀର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ଏନେଇ ବୟାନ ଜାରି କରି କୁହାଯାଇଛି। ଏକ ବିଶେଷଜ୍ଞ ଦଳ ଦ୍ବାରା ତାଙ୍କ…

ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍ ‘ବଡ଼…

ଭୁବନେଶ୍ବର: ଓଡ଼ିଆ ଖବର ଦୁନିଆରେ ପାଦ ଥାପିଛି ଆଉ ଏକ ନୂଆ ଚ୍ୟାନେଲ୍। ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ନେତୃତ୍ବରେ ଆରମ୍ଭ ହେବାକୁ ଥିବା ଏହି ନୂଆ ଚ୍ୟାନେଲର ଲୋଗୋ ଆଜି ଭର୍ଚୁଆଲ ପ୍ଲାଟଫର୍ମରେ ଉନ୍ମୋଚିତ ହୋଇଛି। ଏହି ଚ୍ୟାନେଲର ନାମ ରହିଛି 'ବଡ଼ ଖବର'। ଲୋଗୋ ଉନ୍ମୋଚନ ଅବସରରେ 'ବଡ଼ ଖବର'ର…

ଆଉ ଏକ ଲଘୁଚାପ; ୧୨ ଜିଲ୍ଲାକୁ ଅରେଞ୍ଜ…

ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ କାରଣରୁ ଏବେ ବର୍ଷା ଲାଗି ରହିଥିବା ବେଳେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ୧୯ ଅଗଷ୍ଟରେ ଉତ୍ତର ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଳ୍ଲାରେ ପ୍ରବଳରୁ…

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ବାଧୀନତା…

ଭୁବନେଶ୍ବର: ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ପତାକା ଉତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେପକାଇଥିଲେ। କରୋନା ସଙ୍କଟ ସମୟରେ ରାଜ୍ୟବାସୀ ନିଜର ଧୈର୍ଯ୍ୟ ପ୍ରଦର୍ଶନ କରିଥିବାରୁ ରାଜ୍ୟବାସୀଙ୍କୁ…