Odisha Link
Bridging the Missing Links in Odisha
Daily Archives

August 15, 2020

କେନ୍ଦ୍ରକୁ ୫୭,୧୨୮ କୋଟି ଦେବ ରିଜର୍ଭ…

ମୁମ୍ବାଇ : କେନ୍ଦ୍ର ସରକାରଙ୍କୁ ୭୫,୧୨୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷର ଲାଭାଂଶ ବାବଦରେ ରିଜର୍ଭ ବ୍ୟାଙ୍କ…

ଅଙ୍କିତାଙ୍କ ଫ୍ଲାଟ୍‌ର ଇଏମଆଇ ସୁଶାନ୍ତ…

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ ଆହୁରି ରହସ୍ୟମୟ ହେବାରେ ଲାଗିଛି। ତଦନ୍ତ ଯେତିକି ଯେତିକି ଆଗକୁ ବଢୁଛି ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ପୂର୍ବରୁ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଦାୟୀ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ…

୧୪ ହଜାର ଫୁଟ ଉପରେ ସ୍ବାଧୀନତା ଦିବସ…

ନୂଆଦିଲ୍ଲୀ: ସାରା ଭାରତ ଆଜି ପାଳନ କରୁଛି ୭୪ତମ ସ୍ବାଧୀନତା ଦିବସ। ଏହି ଅବସରରେ ଭାରତ-ତିବ୍ଦତୀୟ ସୀମା ପୁଲିସ(ଆଇଟିବିପି)ର ଯବାନମାନେ ଲଦାଖର ୧୪ ହଜାର ଫୁଟ ଉପରେ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ୧୪,୦୦୦ ଫୁଟ ଉପରେ ଥିବା ପାଙ୍ଗଙ୍ଗ ସୋ ହ୍ରଦ କୂଳରେ ସ୍ବାଧୀନତା ଦିବସ ଅବସରରେ ଆଇଟିବିପି ଯବାନଙ୍କ…

ଗ୍ୟାସ୍ ଫାଟି ଜଳିଗଲା ୬ ବଖରା

ଭଦ୍ରକ: ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ୬ ବଖରା ଘର। ଏଭଳି ଏକ ଅଭବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ବଙ୍ଗାଳି ସାହିରେ ଆଜି ସକାଳେ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି। କୌଣସି କାରଣରୁ ଘରେ ଥିବା ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗି ଯାଇଥିଲା।…

କରୋନା: ଦିନକରେ ରାଜ୍ୟରେ ୨୪୯୬ ପଜିଟିଭ…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ପ୍ରତିଦିନ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ପୁଣି ରାଜ୍ୟରେ ୨୯ ଟି ଜିଲ୍ଲାରୁ ସର୍ବାଧିକ ରେକର୍ଡ ସଂଖ୍ୟକ ୨୪୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫୯୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୦୫ ରୋଗୀ ସ୍ଥାନୀୟ ସଂକ୍ରମିତ…

ଜଳେଶ୍ବର ଥାନା ଆଇଆଇସି ନିଲମ୍ବିତ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆଇଆଇସି ନିଲମ୍ବିତ। ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାରେ ପୁଲିସ୍ ଡିଜି ଅଭୟ ଏପରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି। ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କୁ ପୁଲିସ ଡିଜି ଅଭୟ ନିଲମ୍ବନ କରିଛନ୍ତି। ଏ ନେଇ ଟୁଇଟ୍‌ କରି ସୂଚନା…

ନବୀନଙ୍କ ସାରଥି ସାଜିଲେ ପାଣ୍ଡିଆନ୍

ଭୁବନେଶ୍ବର: କରୋନା କଟକଣା ଭିତରେ ରାଜ୍ୟରେ ପାଳିତ ହୋଇଛି ୭୪ତମ ସ୍ବାଧୀନତା ଦିବସ। ଭୁବନେଶ୍ବରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପରେଡ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ଭବ୍ୟ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ। ହେଲେ…

ଲାଲ୍‌କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ…

ନୂଆଦିଲ୍ଲୀ: ଆଜି ୭୪ତମ ସ୍ବାଧୀନତା ଦିବସ। ଏହି ଅବସରରେ ନୂଆଦିଲ୍ଲୀ ଲାଲକିଲ୍ଲା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ରାଜଘାଟ ଯାଇ ସେଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଲାଲକିଲ୍ଲାରେ…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ; ଜାତୀୟ…

ଭୁବନେଶ୍ବର: ଆଜି ୭୪ତମ ସ୍ବାଧୀନତା ଦିବସ। ଏହି ଅବସରରେ ରାଜ୍ୟର ରାଜଧାନୀ ଭୁବନେଶ୍ବରର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। କରୋନା ମହାମାରୀ ପାଇଁ କଟକଣା ମଧ୍ୟରେ ପାଳିତ…