Odisha Link
Bridging the Missing Links in Odisha
Daily Archives

August 18, 2020

ଖୋର୍ଦ୍ଧାରେ ଗଣେଶ ପୂଜା ବନ୍ଦ :…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଳାପାଳ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସନତ ମହାନ୍ତି। ଶ୍ରୀ ମାହାନ୍ତି କହିଛନ୍ତି ଯେ, ସ୍ବତନ୍ତ୍ର ଟିମ୍‌ ଗଠନ କରି ସହରାଞ୍ଚଳରେ ସରପ୍ରାଇଜ୍‌ ଯାଞ୍ଚ କରାଯିବ। ସର୍ବସାଧାରଣ ସ୍ଥାନ ଓ…

ରାଜସ୍ବ ମନ୍ତ୍ରୀ ଓ ଏସଆରସିଙ୍କ ଏଲରିଏଲ୍‌…

ମାଲକାନଗିରି: ମାଲକାନଗିରି ବନ୍ୟା ପ୍ରଭାବିତ ଅଞ୍ଚଳ ସର୍ଭେ କଲେ ରାଜସ୍ବ ମନ୍ତ୍ରୀ ଓ ଏସଆରସି। ଏନେଇ ଆକାଶ ମାର୍ଗରୁ ଏରିଏଲ୍‌ ସର୍ଭେ କରାଯାଇଛି। ଆକାଶମାର୍ଗରୁ ବୁଲି ଦେଖିବା ପରେ ଡିଆରଡିଏ ସମ୍ମିଳନୀ କକ୍ଷରେ ସମୀକ୍ଷା କରାଯାଇଛିି। ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ମନ୍ତ୍ରୀ ଓ ଏସଆରସି ସମିକ୍ଷା…

ଯୁବକଙ୍କୁ ଲୁହା ରଡ୍‌ରେ ପିଟି ପିଟି…

କନ୍ଧମାଳ: ଟିକାବାଲି ଥାନାର କୋଚିଲାଗଡଠାରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ଏକ ଲୁହା ରଡରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କୋଚିଲାଗଡ ଗ୍ରାମ ପାଖରେ ଅଜିତ ବିଶୋୟୀଙ୍କ ସହ ଚିତ ବିଶୋୟୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଜିତ ଓ ତାର ସହଯୋଗୀ ବାବୁଲା ବିଶୋୟୀ…

ପୂର୍ବତଟ ରେଳପଥର ମୁଖ୍ୟ ଲୋକସମ୍ପର୍କ…

ଭୁବନେଶ୍ୱର: ପୂର୍ବତଟ ରେଳପଥର ନୂଆ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି କୁଶଳେନ୍ଦ୍ର କିଶୋର ଖାଡଙ୍ଗା। ଏହା ପୂର୍ବରୁ ସେ ରେଳବାଇର ମଞ୍ଚେଶ୍ବରସ୍ଥିତ ୱାର୍କଶପ୍‌ଠାରେ ଡେପୁଟି ଚିଫ୍‌ ମେକାନିକାଲ ଇଞ୍ଜିନିୟର ରହିଥିଲେ। ଶ୍ରୀ ଖାଡଙ୍ଗା ଜାପାନସ୍ଥିତ ଟୋକିଓର ୱାସେଦା…

ଯୁବକଙ୍କ ଉପରକୁ ବୋମାମାଡ, ଦୁର୍ବୃତ୍ତ…

ଭୁବନେଶ୍ଵର: ଭୁବନେଶ୍ଵର ଉପଖଣ୍ଡ ବାଳକାଟି ସାଇଫନ୍ ଛକରେ ଥିବା ଏକ ଘର ଉପରେ ବୋମାମାଡ। ବୋମାମାଡ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ସୂଚନାଯୋଗ୍ୟ ଯେ, ସୋମବାର ରାତ୍ରି ପ୍ରାୟ ୧୦ଟା ୩୦ମିନିଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ ରେ ଆସି ବୋମାମାଡ କରି ଫେରାର ହୋଇଯାଇଛନ୍ତି। ସାଇଫନ୍ ଛକରେ ଥିବା ଘର ନିକଟରେ…

ଆଜି ଆଉ ୯ ମୃତ, ମୋଟ ୩୬୨

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୯ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଯାହାଫଳରେ ରାଜ୍ୟରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୩୬୨ରେ ପହଁଞ୍ଚିଛି। ଏନେଇ ରାଜ୍ୟ…

କରୋନା: ୨୪ ଘଣ୍ଟାରେ ଆଉ ୨୨୩୯ ପଜିଟିଭ…

ଭୁବନେଶ୍ବର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଆଜି ରାଜ୍ୟର ୨୯ ଜିଲ୍ଲାରୁ ଆଉ ୨୨୩୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୫୩୩ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ…

ଗଞ୍ଜାମରେ ହେବନି ଗଣେଶ ପୂଜା

ଗଞ୍ଜାମ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଗଞ୍ଜାମରେ ହେବନି ଗଣେଶ ପୂଜା। ପୂଜା ଉପରେ ରୋକ ଲାଗାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏନେଇ ଜିଲ୍ଲାପାଳ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେବା ସହ କରୋନା ସଂକ୍ରମଣ ରୋକିବାକୁ ଲୋକଙ୍କ ସହଯୋଗ…

ପୁଣି ଅମିତ ଶାହ ଅସୁସ୍ଥ, ଏମ୍ସରେ…

ନୂଆଦିଲ୍ଲୀ: ପୁଣି ଥରେ ଅସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଅମିତ ଶାହ ଅସୁସ୍ଥ ହେବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ବିଳମ୍ବିତ ରାତିରେ ହିଁ ଶାହାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ତଦାରଖ କରୁଛି । ଅମିତ ଶାହଙ୍କ…

କୋଭିଡ୍ ମୁକାବିଲା: ରାଜ୍ୟରେ ଟପିଲା ୧୦…

ଭୁବନେଶ୍ବର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ କୋଭିଡ୍‌ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହା ଫଳରେ ରାଜ୍ୟରେ ବଢ଼ିଛି କୋଭିଡ୍‌ ଟେଷ୍ଟ। ଲଗାତାର ତିନି ଦିନ ଧରି ଓଡ଼ିଶାରେ ୫୦ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଛି। ଯାହା ଏକ…