ଆସୁଛି ଗଣେଶ ପୂଜା, ଓଡ଼ିଶାରେ ଲାଗି ହୁଏ…
ଓଏଲ୍ ବ୍ୟୁରୋ: ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀ ତିଥିରେ ପ୍ରତିବର୍ଷ ପାଳିତ ହୁଏ ଗଣେଶ ପୂଜା। ଚଳିତବର୍ଷ ଅଗଷ୍ଟ ୨୨ ତାରିଖରେ ପାଳିତ ହେବ ଗଣେଶ ପୂଜା। ହେଲେ ଏଥର କରୋନା କଟକଣା ପାଇଁ ଧୁମଧାମରେ ପାଳିତ ହୋଇ ପାରିବ ନାହିଁ ପୂଜା। ହେଲେ ଗଜାନନଙ୍କୁ ଧରାପୃଷ୍ଠରେ ଅବତରଣ କରିବା ପାଇଁ ସମସ୍ତେ ଅନେଇ…