Odisha Link
Bridging the Missing Links in Odisha
Daily Archives

August 20, 2020

ଲଘୁଚାପ ବର୍ଷା : ବିପଦ ସଙ୍କେତ ଛୁଇଁଲା…

ମାଲକାନଗିରି : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀ ୧ ନମ୍ବର ବିପଦ ସଙ୍କେତ ଛୁଇଁଥିବା ଖବର ମଳିଛି। ଦିନ ୧୧ଟା ସୁଦ୍ଧା ଗୋଦାବରୀ ନଦୀ ଜଳସ୍ତର ୪୫.୮୦ ଫୁଟ ରହିଥିବା ଜଣାଯାଇଛି। ଗୋଦାବରୀର ୧ ନଂ ବିପଦ ସଙ୍କେତ ୪୩ ଫୁଟ ଥିବାବେଳେ ୨ ନମ୍ବର ୪୮ ଫୁଟ ରହିଛି। ଅନ୍ୟପକ୍ଷରେ ଲଗାଣର ବର୍ଷା ଯୋଗୁଁ…

କରୋନା: ରାଜ୍ୟରେ ଆଉ ୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ପ୍ରତିଦିନ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା। କରୋନାରେ ଆଉ ୮ ଜଣଙ୍କ ମୃତ୍ୟୁ ଘଟିଛି। କରୋନାରେ ଜୀବନ ହରାଇଥିବା ୮ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଜଣ ଥିବାବେଳେ ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ପୁରୀରୁ ଜଣେ ଲେଖାଏଁ ଅଛନ୍ତି।…

କରୋନା: ରାଜ୍ୟରେ ଆଉ ୨୮୯୮ ପିଜଟିଭ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜ୍ୟରେ ଅଣାୟତ୍ତ ହେଉଛି କରୋନା। କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ଅଧିକ ଟେଷ୍ଟିଂ କରାଯାଉଛି। ଯେଉଁଥିପାଇଁ ରାଜ୍ୟରେ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ଆଜି ରାଜ୍ୟର ୩୦ ଜିଲ୍ଲାରୁ ୨୮୯୮ ଜଣ କରୋନା ପଜିଟିଭ ଚିହ୍ନଟ…

ସମ୍ପତ୍ତି ପାଇଁ ଭାଇ ନେଲା ଭାଇର ଜୀବନ

ପୁରୀ : ଗତ ୧୫ ତାରିଖ ସକାଳେ ବାଣିଆକେରା ଗ୍ରାମର କାଳୁଚରଣ ପ୍ରଧାନ ଚାଷ ଜମିକୁ ହଳ କରିବା ପାଇଁ ଯାଉଥିଲେ । ସେହି ସମୟରେ ବଡ ଭାଇ ଗଣେଶ ପ୍ରଧାନ ଓ ତାଙ୍କର କିଛି ସହଯୋଗୀ ମିଶି କାଳୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ କାଳୁ ଗୁରୁତ ହୋଇଥିଲେ। ଗୁରୁତର ଅବସ୍ଥାରେ କାଳୁଙ୍କୁ ପରିବାର ଲୋକେ…

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ…

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାହୁଲ ଆଜି ତାଙ୍କ ପିତାଙ୍କ କଥା ମନେ ପକାଇ ଭାବୁକ ହୋଇ ଲେଖିଛନ୍ତି ଯେ, ରାଜୀବ ଗାନ୍ଧୀ…

ବିଏମ୍‌ସିର ପେଡ୍ ଆଇସୋଲେସନ୍‌ ସୁବିଧା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଲକ୍ଷଣହୀନ କରୋନା ପଜିଟିଭଙ୍କ ପାଇଁ ପେଡ୍ ଆଇସୋଲେସନର ବ୍ୟବସ୍ଥା। ବିନା ଲକ୍ଷଣ ଥାଇ ପଜିଟିଭ୍‌ ବାହାରିଥିବା ରୋଗୀ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ଅନୁମତି ଦିଆଯାଉଛି। କିଛି କ୍ଷେତ୍ରରେ ଆଇସୋଲେସନ୍‌ରେ ରହିବାକୁ ଆକ୍ରାନ୍ତଙ୍କ ଘରେ ପର୍ଯ୍ୟାପ୍ତ ସୁବିଧା…

ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ ଟେଷ୍ଟ

ଭୁବନେଶ୍ବର: ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ ହୋଇଛି। ଗତ ୨୪ ଘଣ୍ଟା ଭିତରେ ୫୩ ହଜାର ୪୭୮ କରୋନା ନମୁନା ପରୀକ୍ଷା କରାଯାଇଛି। ଏଥିମଧ୍ୟରୁ ୪୭,୫୧୨ ଜଣଙ୍କର ଆଣ୍ଟିଜେନ, ୫୮୪୯ଟି ଆରଟିପିସିଆର୍ ଓ ୧୧୭ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର…

କରୋନା: ଦେଶରେ ୨୮ ଲକ୍ଷ ଟପିଲା…

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବିଗୁଡ଼ିଛି କରୋନା ସ୍ଥିତି। ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି କରୋନା ପଜିଟିଭଙ୍କ ସଂଖ୍ୟା। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୨୮ଲକ୍ଷ ୩୬ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା…