ରାଉରକେଲାରେ ସଟ୍ଡାଉନ୍ କୋହଳ
ରାଉରକେଲା: ରାଉରକେଲା ମହାନଗର ଅଞ୍ଚଳରେ ସପ୍ତାହାନ୍ତ ସଟ୍ଡାଉନ୍ କୋହଳ। ଆସନ୍ତା ୨୩ ତାରିଖରେ ନୂଆଖାଇ ଥିବାରୁ ରବିବାର ଦିନିକିଆ ସପ୍ତାହାନ୍ତ ସଟ୍ଡାଉନ୍କୁ କୋହଳ କରାଯାଇଛି। ଦିନିକିଆ ସପ୍ତାହାନ୍ତ ସଟ୍ଡାଉନ୍କୁ କୋହଳ ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ ନୂଆଖାଇ ଆସନ୍ତା ୨୩ ତାରିଖରେ ପଡୁଛି। ଏହାକୁ ଦୃଷ୍ଟିରେ ରଖି ୨୩ ତାରିଖ ଦିନ ରାଉରକେଲା ମହାନଗର ଅଞ୍ଚଳରେ ସଟ୍ଡାଉନ୍ କୋହଳ କରାଯାଇଛି।
Comments are closed.