Odisha Link
Bridging the Missing Links in Odisha
Daily Archives

August 24, 2020

ଦେଶର ଦୀର୍ଘତମ ନଦୀ ରୋପୱେ ଉଦ୍‌ଘାଟିତ

ଗୁଆହାଟୀ: ଆଜି ଆନୁଷ୍ଠାନିକ ଭାବେ ଉଦଘାଟିତ ହେଲା ଦେଶର ଦୀର୍ଘତମ ନଦୀ ରୋପଓ୍ଵେ। ଆସାମର ରାଜଧାନୀ ଗୁଆହାଟୀ ଏବଂ ଉତ୍ତର ଗୁଆହାଟୀକୁ ସଂଯୋଗ କରୁଛି ଭାରତର ଦୀର୍ଘତମ ନଦୀ ରୋପୱେ। ଆସାମରେ ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ଉପରେ ନିର୍ମିତ ହୋଇଛି ୧.୮ କିଲୋମିଟର ଲମ୍ବର ଏହି ରୋପୱେ। ଗୁଆହାଟୀର କାଚରୀ…

କରୋନା ଆଣିଲା ବିପତ୍ତି: ଶିକ୍ଷକ ସାଜିଲେ…

କଟକ: ମହାମାରୀ କରୋନା ଆଣି ଦେଇଛି ମଣିଷ ସମାଜ ପାଇଁ ବଡ଼ ବିପତ୍ତି। କରୋନାର କରାଳ ରୂପରେ ବାଜି ଲାଗିଛି ରୋଜଗାର। ରୋଜଗାର ଉପରେ ଲାଗିଛି କରୋନାର ନଜର। ଇତି ମଧ୍ୟରେ ନିଶ୍ଚିହ୍ନ ହୋଇଗଲାଣି ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା। ଏପରିକି ହଜାର ହଜାର ଲୋକଙ୍କ ଜୀବିକା ଓ ଜୀବନ ବାଜିରେ ଲାଗିଛି। ଦିନକୁ ଦିନ କରୋନା…

ଜୁଆଙ୍ଗଙ୍କ ଟଙ୍କା ହଡ଼ପ କରିଥିବା…

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ‘ହାଉସିଂ ଫର୍ ଅଲ୍‌’ ଯୋଜନାରେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟସରକାର ଏହି ଜନ କଲ୍ୟାଣ ଯୋଜନାକୁ ଭଷ୍ଟ୍ରାଚାର ମାଧ୍ୟମରେ ଭଣ୍ଡୁର କରିବା ପାଇଁ ସମସ୍ତ ପ୍ରକାର ଷଡ଼ଯନ୍ତ୍ର ଆପଣାଇଛନ୍ତି। ବିଶେଷ କରି ଆଦିବାସୀ ବହୁଳ…

ସବ୍ ଇନ୍ସପେକ୍ଟରଙ୍କ ବିରୋଧରେ ମହିଳା…

ଭୁବନେଶ୍ବର : ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଧୋକା ଦେଲେ ସବ୍ ଇନ୍ସପେକ୍ଟର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ସବ୍-ଇନ୍ସପେକ୍ଟର ସିଲୁ ଧଳଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସବ୍-ଇନ୍ସପେକ୍ଟର। ମହିଳା ସବ୍-ଇନ୍ସପେକ୍ଟର ଜଣଙ୍କ ଏ ଘଟଣା ନେଇ ଦାରିଙ୍ଗବାଡି ଥାନାରେ ଏତଲା ଦେଇଛନ୍ତି।…

ଧର୍ମାନୁଷ୍ଠାନ କେବେ ଖୋଲିବ ସରକାର…

ଭୁବନେଶ୍ବର: ମହାମାରୀ କରୋନା କବଳରେ ସାରା ଦେଶ। କରୋନା କଟକଣା ପାଇଁ ରାଜ୍ୟରେ ମାର୍ଚ୍ଚ ମାସରୁ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଫଳରେ ଦୀର୍ଘ ମାସ ହେଲା ଧର୍ମାନୁଷ୍ଠାନ ବନ୍ଦ ରହିଛି। ତେଣୁ କେବେ ଧର୍ମାନୁଷ୍ଠାନ ଖୋଲିବ ତାହା ସରକାର…

ଅସମ୍ଭବକୁ ସମ୍ଭବ କରିବାର ବ୍ୟକ୍ତିତ୍ୱ…

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଓ ଆଇନ ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ଅସମ୍ଭବକୁ ସମ୍ଭବ କରିବାର ବ୍ୟକ୍ତିତ୍ୱ ଥିଲେ ବୋଲି ନୂଆଦିଲ୍ଲୀ ଠାରେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଏହା କହିଛନ୍ତି…

ପୁରୀ ଜିଲ୍ଲାପାଳଙ୍କୁ ହଟାଯାଉ : କଂଗ୍ରେସ

ଭୁବନେଶ୍ବର : ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗରେ କଂଗ୍ରେସ ଆଜି ପ୍ରେସମିଟ୍‌ କରିଛି। ଏନେଇ ସତ୍ୟ ନାୟକ, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି ଓ ଅମିୟ ପଟ୍ଟନାୟକ ପ୍ରେସମିଟ୍‌ କରିଛନ୍ତି। ଏହି ପ୍ରସମିଟ୍‌ରେ କଂଗ୍ରେସ କହିଛି ଯେ, ଶ୍ରୀମନ୍ଦିର ସୁରକ୍ଷା ଆଳରେ ରାଜ୍ୟ ସରକାର ଜମି ଦଲାଲ…

ମୁଁ ପିସିସି ସଭାପତି ଦୌଡ଼ରେ ନାହିଁ

ଭୁବନେଶ୍ୱର : ଗତ କିଛି ଦିନ ଧରି ରାଜ୍ୟ କଂଗ୍ରେସରେ ସଂଗଠନକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। କଂଗ୍ରେସ ସଂଗଠନ ଦୁର୍ବଳ ହୋଇପଡ଼ୁଥିବାରୁ ଦଳର କେତେକ ନେତା ଗତକାଲି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଘରେ ବୈଠକ ଡାକି ମେଳି କରିଥିଲେ। ତେବେ ପିସିସି ପରିବର୍ତ୍ତନ ପ୍ରସଙ୍ଗରେ କଂଗ୍ରେସର…

ପର୍ଣ୍ଣଷ୍ଟାରଙ୍କୁ ୩୩ ଲକ୍ଷ ଟଙ୍କା ଦେବେ…

ଓଏଲ୍‌ ବ୍ୟୁରୋ: ପର୍ଣ୍ଣଷ୍ଟାରଙ୍କୁ ୩୩ ଲକ୍ଷ ଟଙ୍କା ଦେବେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍।ଏମିତି ଏକ ନିର୍ଦ୍ଦେଶ ଦେଇଛନ୍ତି କାର୍ଲିଫର୍ଣ୍ଣିଆର ଏକ କୋର୍ଟ। ଡ୍ରୋନାଲ୍ଡ ଟ୍ରମ୍ପ୍ ପର୍ଣ୍ଣ ତାରକା ଷ୍ଟର୍ମୀ ଡାନିଏଲ୍ସଙ୍କୁ ୪୪,୧୦୦ ଡଲାର (ପ୍ରାୟ ୩୩ ଲକ୍ଷ ଟଙ୍କା) ଦେବାକୁ ନିର୍ଦ୍ଦେଶ…

ବାଲିଗୁଡ଼ାରେ ମାଓ ବିରୋଧୀ ପୋଷ୍ଟର

କନ୍ଧମାଳ : କନ୍ଧମାଳ ଜିଲ୍ଲାରୁ ବାଲିଗୁଡା ଥାନା ରାଇପଙ୍ଗା ଗାଁ ମାଓ ବିରୋଧୀ ପୋଷ୍ଟର ଲାଗିଛି। ଏହି ପୋଷ୍ଟରରେ ଆଇଏନ୍‌ପିପିଏଫ୍‌ ଜିଲ୍ଲା କମିଟି ପକ୍ଷରୁ ମାଓବାଦୀଙ୍କୁ କଟୁ ଭାଷାରେ ସମାଲୋଚନା କରାଯାଇଛି। ଅଗଷ୍ଟ ୧୮ରୁ ୨୪ ପର୍ଯ୍ୟନ୍ତ ବନ୍ଦ ସଫଳ କରିବା ପାଇଁ କଞ୍ଜlଲଘୁ ହିଂସା କେଉଁ ଅଧିକାରରେ ଓ କଣ…