Odisha Link
Bridging the Missing Links in Odisha
Daily Archives

August 24, 2020

କଂଗ୍ରେସ ବୈଠକରେ ଚିଠି ଲଗାଇଲା ନିଆଁ

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ଚିଠି ଲଗାଇଲା ନିଆଁ। ରାହୁଲ ଗାନ୍ଧୀ ବୈଠକରେ ଚିଠିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ରାଜସ୍ଥାନ ରାଜନୀତିରେ ସଙ୍କଟ ଦେଖଯାଇଥିଲା ସେତେବେଳେ ଏହି ଚିଠି ଲେଖିବା ଠିକ୍‌ ନୁହେଁ ବୋଲି ରାହୁଲ କହିଥିଲେ। ଏଥିସହିତ ସୋନିଆ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ଲାଏ…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ଚିଠି। ଲାଏ ଡିଟେକସନ ଟେଷ୍ଟ ପାଇଁ ଫରେନସିକ୍‌ ବିଭାଗକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ। ଏହା ସହିତ ବିକାଶ, ପପୁ ଓ ପ୍ରୀତମଙ୍କର ହୋଇପାରେ ଲାଏ ଡିଟେକସନ…

ଗାନ୍ଧୀ ପରିବାରର ପିଲା ହିଁ କଂଗ୍ରେସର…

ନୂଆଦିଲ୍ଲୀ: କଂଗ୍ରେସର ମଙ୍ଗୁଆଳ କିଏ ହେବ ସେ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ବର୍ତ୍ତମାନର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଦରୁ ହଟିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ସୋନିଆଙ୍କ ପରେ କାହାର ନେତୃତ୍ୱରେ ପୁଣି ଠିଆ ହେବ କଂଗ୍ରେସ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ।…

ପାହାଡ଼ ଉପରୁ ମିଳିଲା ନର କଙ୍କାଳ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଗୋଛାବାଡ଼ି ପଞ୍ଚାୟତ ଅନ୍ତର୍ଗତ ବେରୁହାଁବାଡ଼ି ନିକଟ ପାହାଡ଼ ଉପରୁ ମିଳିଛି କଙ୍କାଳ। ଏନେଇ ପୋଲସରା ପୋଲିସ ଏହି କଙ୍କାଳଟି ଉଦ୍ଧାର କରିଛି। କଙ୍କାଳ ନିକଟରେ ଖପୁରି, ଚୁଡ଼ି ସହ ମହିଳାଙ୍କ ଅନ୍ତଃବସ୍ତ୍ର ପଡ଼ିଥିବାର ଦେଖିବାକୁ ମିଳିଛି। ଖବର ପାଇ ଘଟଣାସ୍ଥଳରେ…

ନୂଆ ସଭାପତି ଚୟନ ପାଇଁ ପ୍ରସ୍ତୁତି ଆରମ୍ଭ…

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ବକୁ ନେଇ ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟିର ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ଜାରି ରହିଛି। ଏହି ବୈଠକରେ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ତାଙ୍କ ପଦ ଛାଡିବାକୁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଦଳର ଅଧ୍ୟକ୍ଷା…

୬ ବର୍ଷର ଝିଅକୁ ଧରି କୂଅକୁ ଡେଇଁଲେ ମା’

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କତରବଗା ଥାନା କିନାଲୋଇ ଗାଁରେ ଆଜି ନୂଆଁଖାଇ ଦିନ ଏକ ହୃଦୟ ବିଦାରକ ଘଟଣା ଘଟିଛି। ୬ ବର୍ଷର ଝିଅକୁ ଧରି ମା’ କୂଅକୁ ଡେଇଁ ଆତ୍ମହତ୍ୟା କରିଛି। ମୃତକ ଟିକେଶ୍ୱରୀ ଭୋଇ ଓ ଝିଅ ଖୁସିର ଶବକୁ ଦମକଳ କର୍ମଚାରୀ ଉଦ୍ଧାର କରିଛନ୍ତି । ପୋଲିସ୍‌ ମାଆ-ଝିଅଙ୍କ ମୃତଦହେକୁ ଜବତ କରି…

ଡଙ୍ଗାରେ ହସ୍ପିଟାଲ୍‌ ଗଲେ କରୋନା ରୋଗୀ,…

ହାଇଦ୍ରାବାଦ: ଆମ୍ବୁଲାନ୍ସ ବଦଳରେ ଡଙ୍ଗାରେ ହସ୍ପିଟାଲ୍‌ ଗଲେ କରୋନା ରୋଗୀ। ଏଭଳି ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶ ଦୋଡ଼ାଭରମ୍ ଗାଁରୁ। ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଡ଼ଙ୍ଗା ଦ୍ୱାରା କରୋନା ଆକ୍ରାନ୍ତଙ୍କୁ ମେଡ଼ିକାଲକୁ ନିଆଯାଇଛି। କରୋନା ସଂକ୍ରମିତଙ୍କୁ ମେଡ଼ିକାଲ ନେବା ପାଇଁ ସ୍ଥାନୀୟ…

ଆଜି ଅରୁଣ ଜେଟଲୀଙ୍କ ଶ୍ରାଦ୍ଧ ବାର୍ଷିକୀ

ନୂଆଦିଲ୍ଲୀ : ଆଜି ବିଜେପିର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଅରୁଣ ଜେଟଲୀ ଏକ ଧାରରେ ଜଣେ ପଣ୍ଡିତ, ନିର୍ଦ୍ଦେଶକ, ଓକିଲ, ପ୍ରଶାସକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିଲେ। ପଦ୍ମଭୂଷଣ ଶ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବହୁ ରାଜନେତା ତାଙ୍କୁ…

ମାଲକାନଗିରି : ଧୀରେ ଧୀରେ ସୁଧୁରୁଛି…

ମାଲକାନଗିରି : ଲଗାଣ ବର୍ଷାରେ ବେହାଲ ହୋଇଥିବା ମାଲକାନଗିରିର ମୋଟୁ ଅଞ୍ଚଳର ଏବେ ଧୀରେ ଧୀରେ ସୁଧାର ଆସିଛି। ବର୍ଷା କମିବା ଯୋଗୁଁ ମୋଟୁ ମୁଗିପଏଣ୍ଟରେ ପାଣି କିଛିଟା କମିଛି ତଥାପି ମୋଟୁର ଅନେକ ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ଜଳ ମଗ୍ନ ହୋଇ ରହିଛି । ସିଲେରୁ ଓ ସାବେରୀ ନଦୀର ବନ୍ୟା ପାଣି ଯୋଗୁଁ ଗତ ୧୦…

କରୋନା: ରାଜ୍ୟରେ ଆଉ ୨୯୪୯ ପିଜଟିଭ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜ୍ୟରେ ଅଣାୟତ୍ତ ହେଉଛି କରୋନା। କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ଅଧିକ ଟେଷ୍ଟିଂ କରାଯାଉଛି। ଯେଉଁଥିପାଇଁ ରାଜ୍ୟରେ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ଆଜି ରାଜ୍ୟରେ ଜିଲ୍ଲାରୁ ୨୯୪୯ ଜଣ କରୋନା ପଜିଟିଭ ଚିହ୍ନଟ…