Odisha Link
Bridging the Missing Links in Odisha
Daily Archives

August 24, 2020

କରୋନା : ରାଜ୍ୟରେ ୧୦ ସଂକ୍ରମିତଙ୍କ…

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସ୍ଥିତି। ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଆଜି…

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର ହେବା ପରେ ସିବିଆଇ ଏହି ମାମଲାରେ ଖୋଳତାଡ ଜାରି ରଖିଛି। ସିବିଆଇ ସୁଶାନ୍ତଙ୍କ ରୋଷେୟା, ବନ୍ଧୁ, ଘର ମାଲିକଙ୍କୁ ଜେରା କରିସାରିଥିବା ବେଳେ ଆଜି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିପାରେ। ସୁଶାନ୍ତଙ୍କ…

ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ

ଢ଼େଙ୍କାନାଳ : ଭୁବନ ବ୍ଲକ ଅସୁରବନ୍ଧ ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ଦିଅର ଟାଙ୍ଗିଆ ଚୋଟରେ ଭାଉଜର ମୃତ୍ୟୁ ହୋଇଥିବା ବେଳେ ୫ ବର୍ଷର ଝିଆରୀ ଗୁରୁତର ଆହତ ହୋଇଛି। ଗୁରୁତର ଥିବା ଝିଆରୀ ଅଭିଶା ମଳିକକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ମିଲୀ ମଳିକ । ପ୍ରକାଶ ଯେ, ଗତକାଲି…

ଗାଙ୍ଗପୁରରୁ ବିରଳ ରଙ୍ଗର ସାପ ଉଦ୍ଧାର

କେନ୍ଦ୍ରାପଡ଼ା : ରାଜକନିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରୁ ଏକ ବିରଳ ଧଳା ରଙ୍ଗର ସାପ ଉଦ୍ଧାର କରାଯାଇଛି। ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ୧ ଫୁଟ୍ ଲମ୍ବର ଏହି ସାପଟିକୁ ଗତକାଲି ବାଲିସୁଆଁ ଗାଁର ଯୁବକ ତପନ ଜେନା ଦେଖିଥିଲେ। ଧଳା ରଙ୍ଗର ଏଭଳି ସାପ ସେ ଆଗରୁ କେବେ ଦେଖି…

ରାଜ୍ୟରେ ଦିନକରେ ୬୦,୯୦୯ କରୋନା ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ। ଗତ ୨୪ ଘଣ୍ଟାରେ ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ୬୦ ହଜାର ୯୦୯ କରୋନା ଟେଷ୍ଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଆରଟିପିସିଆରରେ ୭ ହଜାର ୪୯୦,…

ବାରିପଦା ସହର ଭିତରେ ଗଜରାଜ

ବାରିପଦା : ହାତୀମାନଙ୍କ ଉପଦ୍ରବ ଘଟଣା ଅନେକ ସମୟରେ ଚର୍ଚ୍ଚାର ବିଷୟ ହୋଇ ରହିଛି। ହେଲେ ଆଜି ସକାଳେ ବାରିପଦା ସହରର ଉପକଣ୍ଠରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ। ଆଜି ସକାଳୁ ସକାଳୁ ଗୋଠଛଡା ଏକ ଦନ୍ତା ହାତୀକୁ ୧୮ ନମ୍ବର ଜାତୀୟ ରାଜପଥସ୍ଥିତ ଦାରଗାଡେଇ ଗୋଳେଇ ନିକଟରେ ଚାଲୁଥିବାର ଦେଖି ଲୋକେ…

କରୋନା: ଦେଶରେ ଦିନକରେ ୬୧,୪୦୮…

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୬୧ ହଜାର ୪୦୮କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୦୬,୩୪୮ ରେ ଏହା ସହ ୨୪ଘଣ୍ଟାରେ ୫୭,୪୬୯ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ଭିତରେ କରୋନା…

କରୋନା : ବ୍ରହ୍ମପୁରରୁ ହଟିଲା କଟକଣା

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁରକୁ ଯା’ ଆସ ଉପରେ କଟକଣା ଲାଗିଥିଲା। କିନ୍ତୁ ଆଜି ଠାରୁ ଏହି କଟକଣା ହଟାଇ ଦିଆଯାଇଛି । ଫଳରେ ବ୍ରହ୍ମପୁରକୁ ଯିବା ଆସିବା ଉପରେ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ…

ଆଜି ସିଡବ୍ଲ୍ୟୁସି ବୈଠକ, ନୂତନ ଅଧ୍ୟକ୍ଷ…

ନୂଆଦିଲ୍ଲୀ : ଭାରତୀୟ ଜାତୀୟ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନର ହୋଇପାରେ। ସୋନିଆ ଗାନ୍ଧୀଙ୍କ ଅନ୍ତରୀଣ ଅଧ୍ୟକ୍ଷ କାର୍ଯ୍ୟକାଳ ଶେଷ ହେଉ ଥିବା ବେଳେ। କଂଗ୍ରେସ ଅନ୍ତରୀଣ ସଭାପତି ପଦରୁ ଇସ୍ତଫା ଦେବା ଲାଗି ସୋନିଆ ଗାନ୍ଧି ଆଗ୍ରହ ପ୍ରକାଶ କରିଛନ୍ତି। ରାହୁଳ ଗାନ୍ଧୀଙ୍କୁ ଦଳର ଦାୟିତ୍ବ ଦେବା ନିମନ୍ତେ…

ରାଜ୍ୟରେ ଆଜି ଠାରୁ ଲଘୁଚାପ ବର୍ଷା ଆରମ୍ଭ

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ଆଜି ଠାରୁ ବର୍ଷା ପ୍ରକୋପ ଆହୁରି ବଢ଼ିବ। ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ନେଇ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ। ବର୍ଷାକୁ ନେଇ ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା ରହିଛି। ବିଶେଷ କରି…