ପ୍ରଥମ ପେସ୍ ବୋଲର ଭାବେ ୬ଶହ ଓ୍ବିକେଟ୍…
ଓଏଲ୍ ବ୍ୟୁରୋ: ଇତିହାସ ରଚିଲେ ଇଂଲଣ୍ଡ କ୍ରିକେଟ ଦଳର ୩୮ ବର୍ଷୀୟ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍। ପ୍ରଥମ ପେସ୍ ବୋଲର ଭାବେ ଟେଷ୍ଟ କ୍ରିକେଟର ୬ଶହ ଓ୍ବିକେଟ କ୍ଲବରେ ସାମିଲ ହେଲେ ଜେମ୍ସ ଆଣ୍ଡରସନ୍। ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ଏହି କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି ଆଣ୍ଡରସନ୍। ପାକିସ୍ତାନ…