ଡିସେମ୍ବର ଯାଏ ପିସିସି ସଭାପତି ରହିବେ…
ଭୁବନେଶ୍ବର: ରାଜ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ବାଦ ବିବାଦରେ ପଡ଼ିଛି ପୂର୍ଣ୍ଣଛେଦ। ବର୍ତ୍ତମାନ ପ୍ରଦେଶ କଂଗ୍ରେସ କମିଟି ସଭାପତି ବଦଳିବେ ନାହିଁ ବୋଲି ସୂଚନା ମିଳିଛି। ଡିସେମ୍ବର ଯାଏ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରହିବେ। ଏନେଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା…