ଖେଳନା କାରଖାନାରେ ନିଆଁ

ନୋଏଡ଼ା: ଉତ୍ତରପ୍ରଦେଶର ନୋଏଡ଼ା ସ୍ଥିତ ଏକ ଖେଳନା କାରଖାନାରେ ନିଆଁ । ନୋଏଡ଼ାର ସେକ୍ଟର ୬୩ରେ ଥିବା ଏକ ଖେଳନା ତିଆରି କାରଖାନାରେ ଆଜି ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ କେଉଁ କାରଣରୁ ହୋଇଛି ତାହା ଜଣା ପଡ଼ି ନାହିଁ।
ଖବର ସରବାରହ ସଂସ୍ଥା ଏନଆଇ ଦ୍ବାରା ପ୍ରସାରିତ ଖବର ଅନୁଯାୟୀ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୁଲିସ୍ ବିଭାଗ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
Comments are closed.