Odisha Link
Bridging the Missing Links in Odisha
Daily Archives

August 26, 2020

ଯୁବକମାନେ ଆବିଷ୍କାର କଲେ ହଜାର ବର୍ଷ ତଳର…

ଓଏଲ୍‌ ବ୍ୟୁରୋ: ଯୁବକ ମାନେ ଆବିଷ୍କାର କଲେ ହଜାର ବର୍ଷ ତଳର ସ୍ବର୍ଣ୍ଣ ମୁଦ୍ରା। ଏହି ସ୍ବର୍ଣ୍ଣ ମୁଦ୍ରା ଅଗଷ୍ଟ ୧୮ ତାରିଖରେ ଆବିଷ୍କୃତ ହୋଇଥିବା ସୂଚନା ରହିଛି। ଏଭଳି ଖବର ଇସ୍ରାଏଲରୁ ଆସିଛି। ଇସ୍ରାଏଲର କିଛି ଯୁବକ ଦୀର୍ଘ ୧ ହଜାର ବର୍ଷ ତଳର ସ୍ବର୍ଣ୍ଣ ମୁଦ୍ରା ମାଟି ତଳୁ ଆବିଷ୍କାର କରିଛନ୍ତି।…

୨୦୧୯-୨୦ ଆର୍ଥିକ ବର୍ଷରେ ଛାପା…

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ୍‌ର ବାର୍ଷିକ ରିପୋର୍ଟ ମୁତାବକ, ୨୦୧୯-୨୦ଆର୍ଥିକ ବର୍ଷରେ ଆଦୌ ୨୦୦୦ ଟଙ୍କିଆ ନୋଟ୍ ଛାପା ହୋଇନ ଥିବା ବେଳେ ୧୨୦୦ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ ଛାପା ହୋଇଛି। ୨୦୧୮-୧୯ ବର୍ଷରେ ରିଜର୍ଭ ବ୍ୟାଙ୍କ୍‌ ୫ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ ଛାପିଥିଲା। ୬, ୫୮, ୧୯୯…

ବନ୍ୟା ଜଳରେ ଭାସିଗଲେ ମହିଳା

ମୟୂରଭଞ୍ଜ: ବନ୍ୟାଜଳରେ ଭାସିଯାଇ ଜଣେ ମହିଳା ନିଖୋଜ। ଗଙ୍ଗାହାର ନଦୀର ବନ୍ୟାଜଳରେ ଭାସିଗଲେ ମହିଳା। ମହିଳା ଜଣଙ୍କ ହେଲେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଭୀମିଦା ଗ୍ରାମର ଜୀବନବନ୍ଧୁ ମହାପାତ୍ରଙ୍କ ପତ୍ନୀ ସ୍ନେହଲତା(୬୨)। ତାଙ୍କର ବଡ଼ପୁଅ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପରିବାରର ୪ ସଦସ୍ୟ ସରକାରୀ…

ଦିଗବିଜୟ କହିଲେ ମୋ ସାକ୍ଷାତକାର…

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ଚର୍ଚ୍ଚାରେ । ନିଜର ଏକ ଟୁଇଟକୁ ନେଇ ଟ୍ରୋଲର ଶିକାର ହେଲେ ଦିଗବିଜୟ ସିଂହ। ଆଜି ପୂର୍ବାହ୍ନରେ ଶ୍ରୀ ସିଂହ ଏକ ଭିଡିଓ ଲିଙ୍କ୍‌ ସେୟାର କରି ପଚାରିଛନ୍ତି ଯେ, ମୋ ସାକ୍ଷାତକାର ଦେଖିବାକୁ ଚାହୁଁଛନ୍ତି।…

ସଂସଦ ଭବନ ନିକଟରୁ ସନ୍ଦିଗ୍ଧ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଗିରଫ। ସଂସଦ ଭବନ ନିକଟସ୍ଥ ବିଜୟ ଚୌକରୁ ବୁଧବାର ସକାଳେ ଦିଲ୍ଲୀ ପୁଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ତା’ ପାଖରୁ ଏକ ଚିଠି ମିଳିଛି ଯାହା କୋଡ ୱାର୍ଡରେ ଲେଖା ଯାଇଛି। ଯାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ସନ୍ଦିଗ୍ଧ…

ନିଲମ୍ବିତ ହେଲେ ଦୁଇ ପୁଲିସ କର୍ମଚାରୀ

ଯାଜପୁର: ବିନା ଦୋଷରେ ଲୋକଙ୍କୁ ମାଡ଼ ମାରିବା ଅଭିଯୋଗରେ ୨ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ଦାନଗଦି ଫାଣ୍ଡି ଏଏସଆଇ ମନୋରଞ୍ଜନ ନାୟକ ଓ କନଷ୍ଟେବଳ କାର୍ତ୍ତିକ ମଲ୍ଲିକ । ପ୍ରକାଶ ଯେ, ଗତ ସୋମବାର ଉଭୟ କର୍ମଚାରୀ ୨ ଜଣ ଲୋକଙ୍କୁ ମାଡ଼ ମାରିଥିଲେ । ଘରକୁ ଫେରିବା ବେଳେ ରାତି…

NEET ପରୀକ୍ଷା ପାଇଁ ଆଡମିଟ୍ କାର୍ଡ…

ନୂଆଦିଲ୍ଲୀ: ଦେଶରେ ସେପ୍ଟେମ୍ବର ୧୩ରେ ହେବ ଏନଇଇଟି ପରୀକ୍ଷା। ଏଥିପାଇଁ ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜାରି କରିଛି ଏନଇଇଟି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ। ପରୀକ୍ଷାର୍ଥୀ ମାନେ https://ntaneet.nic.in/ntaneet/welcome.aspx ର ଅଫିସିଆଲ୍ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍…

ବନ୍ୟା ସମ୍ପର୍କରେ କଣ କହିଲେ ଏସଆରସି…

ଭୁବନେଶ୍ବର: ଯାଜପୁର ଓ ଭଦ୍ରକର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। କାଲି ସକାଳ ସୁଦ୍ଧା ବୈତରଣୀ ନଦୀରେ ବନ୍ୟା ସୃଷ୍ଟି ହୋଇ ପାରେ। ଏନେଇ ଲଗାଣ  ବର୍ଷାକୁ ଆଖି ଆଗରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଶ୍ରୀ ଜେନାଙ୍କ ସୂଚନା ଅନୁସାରେ କେନ୍ଦୁଝରରେ ବୈତରଣୀ ନଦୀର…

ପୋଲିଓ ମୁକ୍ତ ହେଲା ଆଫ୍ରିକା, WHOର…

ଓଏଲ୍‌ ବ୍ୟୁରୋ: ପୋଲିଓ ମୁକ୍ତ ଦେଶ ଭାବେ ଆଉ ଏକ ଦେଶ ସାମିଲ। ପୋଲିଓ ମୁକ୍ତ ହେଲା ଆଫ୍ରିକା ମହାଦ୍ବୀପ। ଏନେଇ ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। ଏହି ଘୋଷଣା ଆଫ୍ରିକୀୟ ଦେଶ ନାଇଜରିଆ ପୋଲିଓ ମୁକ୍ତ ହେବା ପରେ ହୋଇଛି। ଆଫ୍ରିକାର ନାଇଜେରିଆରେ ଶେଷଥର ପାଇଁ ୨୦୧୬ ମସିହାରେ ପୋଲିଓ ମାମଲା ନଜର…

ଭୁଶୁଡ଼ିଲା ଅସ୍ଥାୟୀ ପୋଲ

ସୁନ୍ଦରଗଡ଼ : ଜାତୀୟ ରାଜପଥ ୫୨୦ର ତୋଡ଼ାଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲଟି ଭୁଶୁଡ଼ି ଯାଇଛି। ଫଳରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। ରାସ୍ତା ଉପରେ ଶତାଧିକ ଗାଡ଼ି ଠିଆହୋଇ ରହିଛି । ସୂଚନା ଅନୁସାରେ ଗତ କିଛି ଦିନ ହେଲା ଆରକେଡି କନଷ୍ଟ୍ରକସନ କମ୍ପାନୀ ଜାତୀୟ ରାଜପଥ ନିର୍ମାଣ କାମ…