Odisha Link
Bridging the Missing Links in Odisha
Daily Archives

August 26, 2020

କରୋନା : ରାଜ୍ୟରେ ୩୩୭୧ ପଜିଟିଭି ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୩୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୬୦୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ…

ଧସିଲା ହରିଦାସପୁର-ପାରାଦୀପ ନୂଆ ରେଳପଥ…

ଯାଜପୁର : ହରିଦାସପୁର-ପାରାଦୀପ ନୂତନ ରେଳପଥରେ ଏବେ ମାଲଗାଡ଼ି ଚଳାଚଳ ଆରମ୍ଭ ହୋଇଛି । ହେଲେ ରେଳଲାଇନ୍ ବିଭିନ୍ନ ସ୍ଥାନରୁ ମାଟିବନ୍ଧ ଧସିବା ସହିତ ପଥର ପ୍ୟାକିଂ ଭୁଶୁଡ଼ିବାରେ ଲାଗିଛି। ହରିଦାସପୁର ଠାରୁ ୨୨ କିମି ଦୂର ପଲାଇ ଗ୍ରାମ ନିକଟରେ ଥିବା ଲଳିତଗିରି ରେଳଷ୍ଟେସନ ଗୃହର ସାମ୍ନା କଂକ୍ରିଟ୍ ପଥର…

ବେଡ୍‌ ରୁମ୍ରୁ ନାଗ ସାପ ଉଦ୍ଧାର

କଟକ: ବେଡ୍‌ ରୁମ୍ରୁ ନାଗ ସାପ ଉଦ୍ଧାର। ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲାର ବାଙ୍କୀ ହରିରାଜପୁର ଗ୍ରାମର ଶରତ ପଣ୍ଡାଙ୍କ ବେଡ଼ ରୁମରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍ପ ଲାଇନ ସଦସ୍ୟ ଲଳିତ ମୋହନ ପଣ୍ଡା ଏବଂ ଦୁର୍ଗା ମାଧବ ମହାପାତ୍ର ଖୋଜାଖୋଜି ପରେ ସାପର ଦେଖା ମିଳିଲା ନଇଲା । କିନ୍ତୁ…

ବିପଦ ସଂକେତ ଉପରେ ବୈତରଣୀ

ଆନନ୍ଦପୁର : ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗିରହିଛି। ବର୍ଷା ଯୋଗୁଁ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳପତ୍ତନ ବିପଦ ସଙ୍କେତ ଟପିଛି। ଏଠାରେ ବିପଦ ସଙ୍କେତ ୩୮.୩୬୦ ମିଟର ରହିଛି। ବର୍ତ୍ତମାନ ଏଠାରେ ନଦୀର ଜଳସ୍ତର ୩୮.୪୦୦ ମିଟର ରହିଛି। ରାଜ୍ୟରେ ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି। ନଦୀ ଜଳପତ୍ତନ…

କରୋନା: ୨୪ ଘଣ୍ଟାରେ ଆଉ ୧୦୫୯…

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବିଗୁଡ଼ିଛି କରୋନା ସ୍ଥିତି। ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି କରୋନା ପଜିଟିଭଙ୍କ ସଂଖ୍ୟା। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୩୨ଲକ୍ଷ ୩୪ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା…