ଏଏସଆଇଙ୍କୁ ହତ୍ୟା କଲେ ମାଓବାଦୀ

ଭୁବନେଶ୍ୱର: ଦିନକୁ ଦିନ ମାଓବାଦୀମାନେ ବର୍ବର କାଣ୍ଡ ଭିଆଇବାରେ ଲାଗିଛନ୍ତି। ପୁଣି ଥରେ ଜଣେ ପୁଲିସ ଏଏସଆଇଙ୍କୁ ପ୍ରଥମେ ଅପହରଣ ଓ ପରେ ଗୁଳି କରି ହତ୍ୟା କରିଛନ୍ତି। ସମ୍ପୃକ୍ତ ଏଏସଆଇ ଜଣକ ହେଲେ ଛତିଶଗଡ଼ ବିଜାପୁର ଜିଲ୍ଲାର ନଗେୟା କର୍ସା । ସେ ଛୁଟି ସାରି ଡୁ୍ୟଟିରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ କିଛି ମାଓବାଦୀ ତାଙ୍କୁ ବାଟରେ ଅପହରଣ କରିନେଇଥିଲେ । ପରେ ବିଜାପୁର ଜିଲ୍ଲା ତେନ୍ତୁଲନା ଗାଁ ପାଖରେ ଗୁଳି କରି ହତ୍ୟା କରଥିବା ଜଣାଯାଇଛି ।
Comments are closed.