Odisha Link
Bridging the Missing Links in Odisha
Daily Archives

August 31, 2020

ଏଏସଆଇଙ୍କୁ ହତ୍ୟା କଲେ ମାଓବାଦୀ

ଭୁବନେଶ୍ୱର: ଦିନକୁ ଦିନ ମାଓବାଦୀମାନେ ବର୍ବର କାଣ୍ଡ ଭିଆଇବାରେ ଲାଗିଛନ୍ତି। ପୁଣି ଥରେ ଜଣେ ପୁଲିସ ଏଏସଆଇଙ୍କୁ ପ୍ରଥମେ ଅପହରଣ ଓ ପରେ ଗୁଳି କରି ହତ୍ୟା କରିଛନ୍ତି। ସମ୍ପୃକ୍ତ ଏଏସଆଇ ଜଣକ ହେଲେ ଛତିଶଗଡ଼ ବିଜାପୁର ଜିଲ୍ଲାର ନଗେୟା କର୍ସା । ସେ ଛୁଟି ସାରି ଡୁ୍ୟଟିରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ…

ହାଜତ ମୃତ୍ୟୁ ମାମଲା: ଏଏସ୍ଆଇ ଓ…

ଜୟପୁର : କୋରାପୁଟ ଜୟପୁର ସଦର ଥାନା ଗ‌ଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ହାଜତ ମୃତ୍ୟୁ ମାମଲାରେ ଏଏସ୍ଆଇ ଓ କନେଷ୍ଟବଲ୍ ନିଲମ୍ବିତ। ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ କାର୍ଯ୍ୟରତ କନେଷ୍ଟବଲ୍ ଡି କେ ମାଝି ଓ ଏଏସ୍ଆଇ ସପନ ସରକାରଙ୍କୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ, ଅଭିଯୁକ୍ତ…

ବନ୍ୟା ଜଳ: ସ୍ଥିତି ସୁଧାର ପାଇଁ ୪ ଦିନ…

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଓଡ଼ିଶାରେ ଭୟଙ୍କର ବନ୍ୟା ବିତ୍ପାତ ଦେଖାଦେଇଛି। ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହାଦ୍ୱାରା ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ତେବେ…

ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ…

ନୂଆଦିଲ୍ଲୀ: ଅଦାଲତ ଅବମାନନା ବିରୋଧରେ ଟୁଇଟ୍ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ଏପରି ଦଣ୍ଡବିଧାନ କରିଛନ୍ତି…

କରୋନା: ଦିନକରେ ୨୬୦୨ ପଜିଟିଭ ଚିହ୍ନଟ,…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ ମାମଲା। ଆଜି ରାଜ୍ୟର ସମସ୍ତ ଜିଲ୍ଲାରୁ ଆଉ ୨୬୦୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୫୩୬ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

୬ବର୍ଷରେ ଅସଙ୍ଗଠିତ ଅର୍ଥନୀତି ଉପରେ…

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଏବର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଜି ଭାରତର ଅର୍ଥବ୍ୟବସ୍ଥାକୁ ନେଇ ଏକ ଭିଡିଓ ଜାରି କରିଛନ୍ତି ରାହୁଲ। ଏହି ଭିଡିଓରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ସରକାର ଅସଙ୍ଗଠିତ…

ଦଲେଇ ଘାଇରେ ବିପଦ ସଙ୍କେତ ଟପିଲା ଦେବୀ…

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଦଳେଇ ଘାଇଠାରେ ଦେବୀ ନଦୀ ବିପଦ ସଙ୍କେତ ଉପରେ ବହୁଛି। ଫଳରେ ଜିଲ୍ଲାର ପ୍ରବାହିତ ବିଭିନ୍ନ ଶାଖା ନଦୀରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ବିପଦ ସଙ୍କେତ ୫୭ ଫୁଟ୍ ଥିବା ବେଳେ ଏବେ ୫୭.୬୦ ଫୁଟରେ ପାଣି ବହୁଛି। ମାଛଗାଁରେ ମଧ୍ୟ ଦେବୀ ନଦୀ ବିପଦ ସଙ୍କେତ ଟପିଛି।…

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ମାଉସୀ ଓ…

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା କୋଟିନଡ଼ା ଫାଣ୍ଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ମର୍ଣ୍ଣଙ୍ଗ ଓ୍ୱାକ କରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ। ମୃତକ ରଶ୍ମିତା ପରିଡା ଓ ଝିଆରୀ ଆଶାରାଣୀ ଖଣ୍ଡୁଆଳ ବୋଲି ସୂଚନା ମିଳିଛି। ପ୍ରକାଶ ଯେ, ଆସିକା ଓ କବିସୂର୍ଯ୍ୟନଗର ମୁଖ୍ୟ…

ହୀରାକୁଦ: ବନ୍ଦ ହେଲା ଆଉ ୪ ଗେଟ୍

ହୀରାକୁଦ: ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କମୁଛି। ଫଳରେ ହୀରାକୁଦର ଡ୍ୟାମ୍‌ର ଆଉ ୪ ଗେଟ୍‌କୁ ବନ୍ଦ କରାଯାଇଛି। ଏବେ ମୋଟ ୩୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୫ ଲକ୍ଷ ୨୩ ହଜାର ୮୮୧ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୬୫ ହଜାର ୧୧୬ ଘନଫୁଟ ଜଳ…

ଆଜି ବନ୍ୟା ସ୍ଥିତିର ସମୀକ୍ଷା କରିବେ…

ଭୁବନେଶ୍ୱର: ଆଜି ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ସେ ବନ୍ୟା ସ୍ଥିତି ଓ ଉଦ୍ଧାର କାର୍ଯ୍ୟ ନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ। ଶ୍ରୀ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ,…