Odisha Link
Bridging the Missing Links in Odisha
Daily Archives

September 2, 2020

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଚିକିତ୍ସାଧିନ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଗ୍ରାମାଞ୍ଚଳ ଥାନା ତିଲେଇଘୁଟୁ ଗ୍ରାମର କାର୍ମୀ ସୋରେନ। ପ୍ରକାଶ ଯେ, ମଙ୍ଗଳବାର କାର୍ମୀଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ମ୍ୟାଲେରିଆ…

ପୁଲଓ୍ବାମା ଅଭିଯୁକ୍ତ ନିଟ୍ ପରୀକ୍ଷା…

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବିସ୍ଫୋରକ ଯୋଗାଣରେ ସାହାଯ୍ୟ କରିଥିବା ଅଭିଯୁକ୍ତ ନିଟ୍ ପରୀକ୍ଷା ପାଇଁ ମାଗିଲା ଅନୁମତି। ଯୁବକ ଜଣଙ୍କ ସେପ୍ଟେମ୍ବର ୧୩ରେ ହେବାକୁ ଥିବା ନିଟ୍ ପରୀକ୍ଷା ଦେବା ପାଇଁ ଜମ୍ମୁର ଏନଆଇଏ ସ୍ପେଶାଲ କୋର୍ଟରୁ ଅନୁମତି ମାଗିଛି। ଅଭିଯୁକ୍ତର ନାଁ ୱେଜ ଉଲ ଇସଲାମ…

ସଂସଦରେ ପ୍ରଶ୍ନକାଳ ପ୍ରସଙ୍ଗ: ସରକାରଙ୍କୁ…

ନୂଆଦିଲ୍ଲୀ: କରୋନା କାଳରେ ଅନୁଷ୍ଠିତ ହେବ ସଂସଦର ମୌସୁମୀ ଅଧିବେଶନ। ସେପ୍ଟମ୍ବର ୧୪ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ହେଲେ ଦେଶରେ ଜାରି ରହିଥିବା କରୋନା ସଂକ୍ରମଣକୁ ନଜରରେ ରଖି ଚଳିତ ଥର ମୌସୁମର ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକାଳରେ କିଛିଟା ପରିବର୍ତ୍ତନା…

କରୋନା ଆକ୍ରାନ୍ତଙ୍କୁ ଜେଇଇ ପରୀକ୍ଷା ମନା

ବ୍ରହ୍ମପୁର: ଆଜି ଜଣେ କରୋନା ଆକ୍ରାନ୍ତଙ୍କୁ ଜେଇଇ(ମେନ) ପରୀକ୍ଷା ଦେବାର ସୁଯୋଗ ମିଳିପାରିନଥିବା ଭଳି ଏକ ବଡ଼ ଖବର ସାମାନାକୁ ଆସିଛି। ସମ୍ପୃକ୍ତ କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ଜଣକ ପିପିଇ କିଟ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିଥିଲେ। ତେବେ ତାଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଇନଥିବା…

ହୋଟେଲ୍ ରୁମ୍‌ରୁ ଯୁବକଙ୍କ ମୃତଦେହ ଠାବ,…

ଢେଙ୍କାନାଳ: ହୋଟେଲରୁ ମୃତଦେହ ଠାବ। ହୋଟେଲ ରୁମରୁ ସନ୍ଦେହଜନକ ଭାବେ ଜଣେ ଯୁବକଙ୍କ ମୃତଦେହ ମିଳିଛି। ଢେଙ୍କାନାଳ ଟାଉନ୍ ସ୍ଥିତ ହୋଟେଲ ଶକୁନ୍ତଳାରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ହେଲେ ବିଜୁ ମଇତି। ହୋଟେଲ ରୁମ୍‌ରୁ ମୃତକଙ୍କ ସହ ଜଣେ ଯୁବତୀ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି। ସୂଚନା ମୁତାବକ,…

କୋଭିଡ ହସ୍ପିଟାଲରେ ଶରତ ଗମାଙ୍ଗଙ୍କ…

ଗୁଣପୁର: ଚିକିତ୍ସାଧୀନ ଅବସ୍ଥାରେ କୋଭିଡ ହସ୍ପିଟାଲରେ ଅବସରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗଙ୍କ ଶଳା ଶରତ ଚନ୍ଦ୍ର ଗମାଙ୍ଗ ଦେହାନ୍ତ ହୋଇଛି। ପାଇଖାନା ଭିତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରାଯାଇଛି। ତେବେ ପାଇଖାନା ଭିତରେ…

ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ;…

ଜାମ୍ମୁ: ପୁଣି ଥରେ ପାକିସ୍ତାନ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ। ଜାମ୍ମୁ କାଶ୍ମୀର ରଜୌରୀର କେରୀ ସେକ୍ଟରରେ ପାକିସ୍ତାନ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ କରିଥିବା ଜଣା ପଡ଼ିଛି। ଫଳରେ ଜଣେ ଜୁନିଅର କମିଶନ ଅଫିସର ସହିଦ ହୋଇଛନ୍ତି। ଯବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ…

କରୋନା: ରାଜ୍ୟରେ ୧୧ ସଂକ୍ରମିତଙ୍କ…

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସ୍ଥିତି। ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୪ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

ରାଜ୍ୟରେ ୨୪ ଘଣ୍ଟାରେ ୫୧ ହଜାର ୨୪୫…

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଦ୍ୟରେ ୫୧ ହଜାର ୨୪୫ କରୋନା ଟେଷ୍ଟ ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି। ଆରଟିପିସିଆରରେ ୭ ହଜାର ୬୮୫, ଆଣ୍ଟିଜେନରେ ୪୩ ହଜାର ୪୭୬ ଓ ଟ୍ରୁନଟ୍ ମାଧ୍ୟମରେ ୮୪ଟି ଟେଷ୍ଟ କରାଯାଇଛି। କରୋନା ମୁକାବିଲା କ୍ଷେତ୍ରରେ…

ଚଳିତ ମୌସୁମୀ ଅଧିବେଶନରେ ରହିବନି…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। କାଲିଠୁ ସାରା ଦେଶରେ ଲାଗୁ ହୋଇଛି ଅନ୍‌ଲକ୍‌-୪ କଟକଣା। କରୋନା କାଳରେ ଅନୁଷ୍ଠିତ ହେବ ସଂସଦର ମୌସୁମୀ ଅଧିବେଶନ। ହେଲେ ଦେଶରେ ଜାରି ରହିଥିବା କରୋନା ସଂକ୍ରମଣକୁ ନଜରରେ ରଖି ଚଳିତ ଥର ମୌସୁମର ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାର…