Odisha Link
Bridging the Missing Links in Odisha
Daily Archives

September 2, 2020

କରୋନା : ରାଜ୍ୟରେ ୩୨୧୯ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୨୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୯୧୦୯୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ…

ଗୋଆ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଗୋଆ: କରୋନା କବଳରେ ଆଉ ଜଣେ ମୁଖ୍ୟମନ୍ତ୍ରୀ। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କୁ କରୋନା। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଆଜି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଏନେଇ ସେ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। …

କରୋନାରେ ଆକ୍ରାନ୍ତ ହେଲେ ୩ ବିଧାୟକ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା। ପୁଣି ୩ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ସେମାନେ ହେଲେ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବରୀ ବିଧାୟିକା ସୁନନ୍ଦା ଦାସ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। କୌଣସି ଲକ୍ଷଣ ନଥାଇ ସମସ୍ତଙ୍କ…

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ଵର : ଆଜି ସନ୍ଧ୍ୟା ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ବସିବ କ୍ୟାବିନେଟ୍ ବୈଠକ। ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ନେଇ ଆଶା କରାଯାଉଛି। ଆଜି…

ରିୟାଙ୍କ ଡ୍ରଗ୍‌ ଲିଙ୍କ୍‌ ମାମଲା : ୨…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ କରୁଛି ସିବିଆଇ। ମୃତ୍ୟୁ ରହସ୍ୟ ଜଟିଳ ହୋଇ ଚାଲିଥିବା ବେଳେ, ମାମଲାରେ ଛନ୍ଦି ହୋଇ ଯାଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍‌ ଲିଙ୍କ୍‌ ଘଟଣା ସାମ୍ନାକୁ ଆସିଥିଲା। ଏବେ ଏହି ମାଲାରେ ଏନ୍‌ସିବି ୨ ଜଣଙ୍କୁ ଗିରଫ କରିଛି। ଏନ୍‌ସିବି…

ଦେଶରେ କରୋନା: ୩୭ ଲକ୍ଷ ଟପିଲା…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କରୋନା ସଂକ୍ରମଣ। ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା। ଏପରିକି ଦୈନିକ ସଂକ୍ରମଣରେ ଭାରତ ଏକ ନମ୍ବର ସ୍ଥାନରେ ଆସିଛି ପହଁଞ୍ଚିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୩୭ଲକ୍ଷ ୬୯ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…

ରାଜ୍ୟରେ ଆଜିଠାରୁ ଗଡ଼ିବ ଓଏସ୍‍ଆର୍‍ଟିସି…

ଭୁବନେଶ୍ୱର: ସରକାର ଅନଲକ୍‌-୪ ନିୟମାବଳୀରେ ପରିବହନ କ୍ଷେତ୍ରରେ ଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି। ଏଥିପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‍ଆର୍‍ଟିସି)ପକ୍ଷରୁ ବସ୍‍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୨୯ଟି ରୁଟରେ ବସ୍‍ ଯାତାୟାତ କରିବ। ଓଏସ୍‍ଆର୍‍ଟିସିର…

ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ…

ଝାରସୁଗୁଡ଼ା: ଝାରସୁଗୁଡ଼ା ବ୍ରଜରାଜ ନଗର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ପଟେଲଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ କରିଛି । ଦିଲ୍ଲୀପଙ୍କ ଘର ସମେତ ୬ଟି ସ୍ଥାନରେ ଛାପା ମାରିଛି ଭିଜିଲାନ୍ସ ଟିମ୍। ଝାରୁସୁଗୁଡ଼ା ମ୍ୟୁନିସିପାଲଟି କଲୋନୀରେ ଥିବା ସରକାରୀ ବାସଭବନ, ଝାରସୁଗୁଡ଼ା…

ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଗାଡ଼ି…

ମାର୍ଶାଘାଇ: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଜାତୀୟ ରାଜପଥ ୫(କ)ର ହଳଦିଆ ଗଡା ନିକଟରେ ଏକ ଦୁର୍ଘଟଣା ଘଟିଛି। ସ୍କୁଟିକୁ ଧକ୍କା ଦେଲା ବସ୍ । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ପ୍ରକାଶ ଯେ, ରାସ୍ତାର ବାମ ପାର୍ଶ୍ବରେ ଟ୍ରକ୍ ଭିଡ ଥିବାରୁ ବସଟି ବଡପାଳ ଛକରୁ ଡାହାଣ ପଟେ…