Odisha Link
Bridging the Missing Links in Odisha
Daily Archives

September 4, 2020

ଏଲଏସିରେ ମୁକାବିଲା ପାଇଁ ଯବାନ ପ୍ରସ୍ତୁତ…

ଲେହ: ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଥିବାବେଳେ ସ୍ଥଳ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନାରାଓ୍ଵାଣେ ଆଜି ବିଭିନ୍ନ ଫରଓ୍ଵାର୍ଡ ପୋଷ୍ଟ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଅଫିସର ଓ ଜେସିଓମାନଙ୍କ ସହ ଆଲୋଚନା କରି ପ୍ରସ୍ତୁତିର…

ଉଦ୍ଧାର ହେଲେ ମହାନଦୀକୁ ଡେଇଁଥିବା ଯୁବତୀ

ବାଙ୍କି: ସୁବର୍ଣ୍ଣପୁର ମହାନଦୀ ବ୍ରିଜ୍ ତଳକୁ ଡେଇଁପଡ଼ିଥିବା ଯୁବତୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ମହାନଦୀରେ ଉଛୁଳା ପାଣି ଥିବା ସତ୍ତ୍ୱେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିବା ଜଣାଯାଇଛି। ଯୁବତୀଜଣକ ସୁସ୍ଥ ଥିବା ବେଳେ କେଉଁ କାରଣରୁ ମହାନଦୀକୁ ଡେଇଁ ପଡ଼ିଥିଲେ ତାହା ଜଣା…

ସେପ୍ଟେମ୍ବର ୯ରୁ ଭୁବନେଶ୍ୱର-ସୁରାଟ…

ଭୁବନେଶ୍ୱର: ଭୁବନେଶ୍ୱର-ସୁରାଟ ଯାଉଥିବା ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ସେପ୍ଟେମ୍ବର ୯ ତାରିଖରୁ ଭୁବନେଶ୍ୱରରୁ ସୁରାଟକୁ ବିମାନ ସେବା ଆରମ୍ଭ ହେବ। ଭୁବନେଶ୍ୱରରୁ ସୁରାଟ ଅଭିମୁଖେ ଏୟାର ଇଣ୍ଡିଆର ବିମାନ ପ୍ରତ୍ୟେକ ସୋମବାର ଏବଂ ବୁଧବାର ଦିନ ସନ୍ଧ୍ୟା ୬ଟା ୨୦ ମିନିଟ୍ ସମୟରେ ଯାତ୍ରା…

କରୋନା: ରାଜ୍ୟରେ ୯ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସ୍ଥିତି। ୨୪ ଘଣ୍ଟା ମଧ୍ୟରେ ୯ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

କରୋନା : ରାଜ୍ୟରେ ୩୨୬୭ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୨୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬୬୭୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ…

ଏନସିବି ହେପାଜତରେ ସୌଭିକ ଚକ୍ରବର୍ତ୍ତୀ ଓ…

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଆଜି ସକାଳୁ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ରେଡ଼୍ କରିଛି। ଡ୍ରଗ୍ସ ଲିଙ୍କ୍‌ ଅଭିଯୋଗରେ ମୁମ୍ବାଇ ପୁଲିସ ଓ ନାର୍କୋଟିକ୍ସ କଣ୍ଟ୍ରୋଲ…

ଏଥର ପୁରୀକୁ ଯାଇପାରିବେ ପର୍ଯ୍ୟଟକ

ପୁରୀ: ପୁରୀ ସହରକୁ ପର୍ଯ୍ୟଟକଙ୍କ ପାଇଁ ମୁକ୍ତ କରାଯାଇଛି। ଏହା ସହିତ କୋଣାର୍କକୁ ବି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ତଥା ଦୁର୍ବଳ ଅର୍ଥନୀତିକୁ ସଜାଡ଼ିବା ପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଯେଉଁସବୁ କଟକଣା…

ପ୍ରଧାନମନ୍ତ୍ରୀଙ୍କୁ ଧମକ; ରାଜଦ୍ରୋହ…

ଭୁବନେଶ୍ବର: ଦେଶଦ୍ରୋହ ମାମଲାରେ ଜଣେ ଗିରଫ। ଅଭିଯୁକ୍ତକୁ ଗିରଫ କରିଛି ଉତ୍ତରପ୍ରଦେଶ ବାଗପତ ଜିଲ୍ଲା ସିଂହବାଲି ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ କଟକ ସାଲେପୁର ଥାନା କୁଶମ୍ବୀ ଗାଁର ସୟଦ ହସନ ଅହମ୍ମଦ। ସୟଦଙ୍କୁ ଦଫା ୧୨୪(କ), ୫୦୭, ୫୦୪, ୩୫୩(କ)ରେ ପୁଲିସ ଗିରଫ କରିଛି। ୟୁପି ପୋଲିସ ଆଜି ସକାଳୁ…

ଚାଷୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ଯାଜପୁର: ଚାଷୀଙ୍କ ଉପରେ ଚଢ଼ିଗଲା ଟ୍ରକ। ଏମିତି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ବାରବାଟୀ ଛକ ଗଣେଶ ପରିବା ହାଟ ନିକଟରେ। ଜଣେ ଚାଷୀ ରାସ୍ତାକଡରେ ବସି ବେପାର ସମୟରେ ତାଙ୍କ ଉପରକୁ ଟ୍ରକ ଚଢ଼ିଯାଇଛି। ଏହାଫଳରେ ଜଣେ ଚାଷୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ବ୍ୟବସାୟୀ ଓ ଜଣେ ଚାଷୀ…

ଦେଶରେ କରୋନା: ଦିନକରେ ସର୍ବାଧିକ ୮୩୩୪୧…

ନୂଆଦିଲ୍ଲୀ : ଭାରତ ଅଣାୟତ କରୋନା ସଂକ୍ରମଣ। ଦିନକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦୈନିକ ସଂକ୍ରମଣରେ ଭାରତ ଏବେ ବିଶ୍ୱର ୧ ନମ୍ବର ଦେଶରେ ପରିଣତ ହୋଇଛି। ଗତ ୨୪ ଘଣ୍ଟାରେ ୮୩ ହଜାରରୁ ଅଧିକ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୩୯ ଲକ୍ଷ ଟପିଯାଇଛି।…