ଦୁଇ ବର୍ଷର ପୁତୁରାକୁ ହାଣିଦେଲା ଦାଦା

ମାଲକାନଗିରି: ନିଜ ଦୁଇ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ନୃଶଂସ ଦାଦା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଥିଲି ଥାନା କୋପ୍ରା ଗାଁରେ ପୂର୍ବ ଶତ୍ରୁତାରୁ ନୃଶଂସ ଦାଦା ଏମିତି କାଣ୍ଡ କରିଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଦାଦାକୁ ଅଟକ ରଖି ପଚରାଉଚରା କରୁଛି।