ଉଦ୍ଧାର ହେଲେ ମହାନଦୀକୁ ଡେଇଁଥିବା ଯୁବତୀ
![](https://www.odishalink.com/wp-content/uploads/2020/09/river.jpg)
ବାଙ୍କି: ସୁବର୍ଣ୍ଣପୁର ମହାନଦୀ ବ୍ରିଜ୍ ତଳକୁ ଡେଇଁପଡ଼ିଥିବା ଯୁବତୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ମହାନଦୀରେ ଉଛୁଳା ପାଣି ଥିବା ସତ୍ତ୍ୱେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିବା ଜଣାଯାଇଛି। ଯୁବତୀଜଣକ ସୁସ୍ଥ ଥିବା ବେଳେ କେଉଁ କାରଣରୁ ମହାନଦୀକୁ ଡେଇଁ ପଡ଼ିଥିଲେ ତାହା ଜଣା ପଡ଼ିନାହାିଁ
Comments are closed.