ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ…
ଭୁବନେଶ୍ବର: ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଆଜି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ଡିସିପି କହିଛନ୍ତି ଯେ, ଅଗଷ୍ଟ ୩୦ରେ ଜଣେ ମହିଳା ଭୁବନେଶ୍ବର ମହିଳା ଥାନାରେ ଏତଲା କରିଥିଲେ। ଗତ ମାର୍ଚ୍ଚ ଓ ଏପ୍ରିଲରେ ତାଙ୍କ ନାବାଳିକା ଝିଅ ଦୁଷ୍କର୍ମର ଶିକାର…