Odisha Link
Bridging the Missing Links in Odisha
Daily Archives

September 5, 2020

ଆଜି ପବିତ୍ର ଗୁରୁ ଦିବସ, ଜାଣନ୍ତୁ ଏହି…

ଓଏଲ୍‌ବ୍ୟୁରୋ: ଆଜି ହେଉଛି ପବିତ୍ର ଗୁରୁଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଆମେ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରିଥାଉ। ସେପ୍ଟେମ୍ବର ୫ କୁ ୧୯୬୨ ମସିହାରୁ ଗୁରୁଦିବସ ଭାବେରାରା ଦେଶରେ ପାଳନ କରାଯାଏ। ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ…

କରୋନା: ରାଜ୍ୟରେ ୭ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସ୍ଥିତି। ୨୪ ଘଣ୍ଟା ମଧ୍ୟରେ ୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

କରୋନା : ରାଜ୍ୟରେ ୩୫୪୩ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୫୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୦୨୨୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ…

କରୋନା କାଳରେ ବଢ଼ିଛି ଓଡ଼ିଶା ଲିଙ୍କ୍‌ର…

ଭୁବନେଶ୍ବର: କରୋନା କାଳରେ ଖବରକାଗଜ ତୁଳନାରେ ଓ୍ବେବ୍‌ ପୋର୍ଟାଲର ପାଠକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ରାଜ୍ୟର ଅଗ୍ରଣୀ ଓଡ଼ିଆ ଖବର ପୋର୍ଟାଲ ଓଡ଼ିଶା ଲିଙ୍କ୍‌ ଅଭୂତପୂର୍ବ ସଫଳତା ପାଇଛି। ପୂର୍ବରୁ ମାସିକ ୪-୫ ଲକ୍ଷ ଭିୟୁ (views or clicks) ଭିତରେ ସୀମିତ ଥିବା ଏହି ପୋର୍ଟାଲର ଦର୍ଶକ ସଂଖ୍ୟା ଗତ…

ରାୟପୁରର ସଡ଼କ ଦୁର୍ଘଟଣା, ମୃତ୍ୟୁ…

ରାୟପୁର: ରାୟପୁରର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି। ପୂର୍ବରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୮ କୁ ବୃଦ୍ଧି ପାଇଛି। ଏନେଇ ଡଜିପି ଅଭୟ ଟ୍ବିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଛତିଶଗଡ଼ ଡ଼ିଜିଙ୍କ ସହ ସମ୍ପର୍କରେ ରହିଛୁ। ପଦ୍ମପୁରୁ ଏସ୍‌ଡିପିଓଙ୍କ…

ଦୁର୍ଘଟଣାରେ ଜଳିଗଲା ଟ୍ରଲର୍‌, ଡ୍ରାଇଭର…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ନଂ ଜାତୀୟ ରାଜପଥ ନାଚୁଣୀ ହାଟବରଡ଼ି ଛକ ନିକଟରେଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଆଜି ସକାଳେ ଏକ ଟ୍ରକକୁ ଟ୍ରଲର୍ ପଛପଟୁ ଧକ୍କା ଦେବା ପରେ ଟ୍ରଲର୍‌ରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ଟ୍ରକ୍‌ଟି ଜଳିବାକୁ ଲାଗିଲା। ନିଆଁ କାରଣରୁ ଟ୍ରକ୍‌ ଭିତରୁ…

ରାଜଧାନୀରେ ହଇଚଇ: ନାବାଳିକାଙ୍କୁ…

ଭୁବନେଶ୍ବର: କମିସନରେଟ୍ ପୋଲିସର ୮ କର୍ମଚାରୀଙ୍କ ବିରୋଧରେ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗଣଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଅଭିଯୋଗ କରାଯାଇଛି। ନାବାଳିକାଙ୍କ ବାପା ଅଭିଯୋଗ କରିବା ପରେ ଭୁବନେଶ୍ବର ମହିଳା ଥାନା ପୁଲିସ ମାମଲା ରୁଜୁ କରିଛି। ଏହି ଘଟଣା…

ଦେଶରେ କରୋନା; ୨୪ଘଣ୍ଟାରେ ୮୬,୪୩୨…

ନୂଆଦିଲ୍ଲୀ : ଭାରତ ଅଣାୟତ କରୋନା ସଂକ୍ରମଣ। ଦିନକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦୈନିକ ସଂକ୍ରମଣରେ ଭାରତ ଏବେ ବିଶ୍ୱର ୧ ନମ୍ବର ଦେଶରେ ପରିଣତ ହୋଇଛି। ଗତ ୨୪ ଘଣ୍ଟାରେ ୮୬ ହଜାରରୁ ଅଧିକ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୪୦ ଲକ୍ଷ ଟପିଯାଇଛି।…

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଫଳାଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳାଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଭୟ ବିଭାଗର ପରୀକ୍ଷାଫଳକୁ ଉନ୍ମୋଚନ କରିବେ। ପରେ ଛାତ୍ରଛାତ୍ରୀ www.orissaresults.nic.in ଓ୍ୱେବ୍ ସାଇଟ୍ ରେ…

ଛତିଶଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା: ଓଡ଼ିଶାର…

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଛତିଶଗଡ଼ର ରାୟପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ବସ୍‌ ଓ ଗେୋଟିଏ ଟ୍ରକ୍‌ ପରସ୍ପରକୁ ଧକ୍କା ଦେଇଥିବା ବେଳେ ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଓ ଆଉ ୭ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସମସ୍ତ ମୃତକ ଓ ଆହତ ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ।…