ଏକାଠି ଥିବାର ପ୍ରମାଣ ଦେଲେ ବର୍ଷା:…
ଭୁବନେଶ୍ବର: ଅଭିନେତା-ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ବିଚାରାଧୀନ ଥିବା ବେଳେ ୨୦୧୯ ମେ ୧ ତାରିଖ ଠାରୁ ସେମାନେ ଅଲଗା ରହୁଥିବା ନିଜ ପିଟିସନ୍ରେ କହିଛନ୍ତି ଅନୁଭବ। ତେବେ ଏକ ଫେସବୁକ୍ ପେଜ୍ ମାଧ୍ୟମରେ ଏହାକୁ ଭୁଲ ବୋଲି…