ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ କରୋନା
ଭୁବନେଶ୍ବର: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ କରୋନା। କରୋନା ସଂକ୍ରମିତ ହୋଇଥିବା ନେଇ ଟ୍ବିଟ୍ ଜରିଆରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଜ୍ୟୋତି ପ୍ରକାଶ। ତାଙ୍କ ସଂସ୍ପର୍ଶରେ ଗତ ସାତଦିନ ମଧ୍ୟରେ ଆସିଥିବା ଲୋକେ ନିଜକୁ ଆଇସୋଲେସନ୍ରେ ରହିବାକୁ ମନ୍ତ୍ରୀ ନିଜେ ଅନୁରୋଧ କରିଛନ୍ତି। ମନ୍ତ୍ରୀଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନା ସଂକ୍ରମିତ ହେବା ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ପଦ୍ମିନୀ ଦିଆନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।
Mid March'20 onwards doing public & official works. Not missed a day. Tried hard during this pandemic people don't feel alone & worked as desired by Hon'ble C.M. Finally Covid-19 caught hold of me. Who're in my contacts in last 7days please isolate. Last pic y'day. @CMO_Odisha pic.twitter.com/bPHsKQLFE7
— Jyoti Prakash Panigrahi (@panigrahi_jp) September 7, 2020
Comments are closed.