Odisha Link
Bridging the Missing Links in Odisha
Daily Archives

September 7, 2020

ନରେନ୍ଦ୍ର ସ୍ବାଇଁଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ରାଜ୍ୟସଭା ସାଂସଦ ନରୋନ୍ଦ୍ର ସ୍ବାଇଁଙ୍କ ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ୮୨ ବର୍ଷ ବୟସରେ ପରଲୋକ ହେଇଛି। ନରେନ୍ଦ୍ରଙ୍କ ପରଲୋକ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ ଚିକିତ୍ସାଧିନ ଥିଲେ। ସେ ବିଜୁ ଜନତା ଦଳରୁ ୨୦୧୫ରେ…

ମନ୍ତ୍ରୀ ଜ୍ୟୋତି ପ୍ରକାଶ…

ଭୁବନେଶ୍ବର: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ କରୋନା। କରୋନା ସଂକ୍ରମିତ ହୋଇଥିବା ନେଇ ଟ୍ବିଟ୍‌ ଜରିଆରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଜ୍ୟୋତି ପ୍ରକାଶ। ତାଙ୍କ ସଂସ୍ପର୍ଶରେ ଗତ ସାତଦିନ ମଧ୍ୟରେ ଆସିଥିବା ଲୋକେ ନିଜକୁ ଆଇସୋଲେସନ୍‌ରେ ରହିବାକୁ ମନ୍ତ୍ରୀ ନିଜେ ଅନୁରୋଧ କରିଛନ୍ତି।…

ସୁପ୍ରିମକୋର୍ଟ ଯିବେ ଅଭିନେତ୍ରୀ ବର୍ଷା

କଟକ: ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ କରିଥିବା ମାମଲାର ସ୍ଥାନାନ୍ତର ପାଇଁ ବର୍ଷା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ। ଏନେଇ ବର୍ଷାଙ୍କ ଓକିଲ ସୂଚନା ଦେଇଛନ୍ତିି। ପଟିଆଲା ହାଉସ କୋର୍ଟରେ ଛାଡପତ୍ର ଆବେଦନ କରିଛନ୍ତି ଅନୁଭବ। ପତ୍ନୀଙ୍କ ଆଚରଣକୁ ନେଇ ଅସନ୍ତୁଷ୍ଟ ଅନୁଭବ, ଛାଡପତ୍ର ପାଇଁ…

ଦିଲ୍ଲୀରୁ ୨ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ବାବର ଖାଲସା ଆନ୍ତର୍ଜାତୀୟ ସଂଗଠନର ଦୁଇ ଆତଙ୍କବାଦୀ ଗିରଫ। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ସୋମବାର ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ(ବିକେଆଇ)ର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି। ଦୁଇ ଆତଙ୍କବାଦୀଙ୍କ ନିକଟରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ…

ନୂଆ ଶିକ୍ଷା ନୀତି ସରକାରଙ୍କର ନୁହେଁ ବରଂ…

ନୂଆଦିଲ୍ଲୀ: ସୋମବାର ନୂତନ ଶିକ୍ଷା ନୀତି ଉପରେ ଅନୁଷ୍ଠିତ ରାଜ୍ୟପାଳଙ୍କ ସମ୍ମିଳନୀରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। କିଛି ଦିନ ତଳେ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ନୂତନ ଶିକ୍ଷା ନୀତି ଉପରେ ଏବେ ବି ଆ‌ଲୋଚନା ଜାରି ରହିଛି। ଏହି…

HSTDVର ସଫଳ ପରୀକ୍ଷଣ, DRDOକୁ ଶୁଭେଚ୍ଛା…

ନୂଆଦିଲ୍ଲୀ: ଭାରତକୁ ଆଉ ଏକ ସଫଳତା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)କୁ ମିଳିଲା ସଫଳତା। ସ୍ୱଦେଶୀ ବିକଶିତ ହାଇପରସୋନିକ୍ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟରର ଭେକିଲ (HSTDV)ର ସଫଳ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି ଯେ ଏହି…

ଡ୍ରଗ୍‌ସ ଲିଙ୍କ୍‌ ମାମଲା: ଆଜି ଗିରଫ…

ମୁମ୍ବାଇ: ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଥିବା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର କ୍ରମାଗତ ଜେରା ଓ ଗିରଫଦାରୀ ଜାରି ରହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀଙ୍କୁ ଏନସିବି ଗତକାଲି ୬ ଘଂଟା ଜେରା କରିଥିଲା। ଆଜି ମଧ୍ୟ ପୁଣି…

ବିଧାନସଭା: ସବୁ ବିଧାୟକଙ୍କର ହେବ କରୋନା…

ଭୁବନେଶ୍ବର: ବିଧାନସଭା ଅଧିବେଶନ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେଗୁଡ଼ିକ ହେଲା ବିଧାନସଭା ପୂର୍ବରୁ ସବୁ ବିଧାୟକ ଓ ଷ୍ଟାଫମାନଙ୍କର କରୋନା ଟେଷ୍ଟ କରାଯିବ। ଯେବେ…

କଙ୍ଗନାଙ୍କୁ ମିଳିଲା ସୁରକ୍ଷା, ଅମିତ୍‌…

ମୁମ୍ବାଇ: ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମୁମ୍ବାଇ ଆସିବାକୁ ନେଇ ଧମକ ଦିଆଯାଇଥିଲା। ଏହି ମାମଲାରେ କଙ୍ଗନା ତାଙ୍କୁ ମୁମ୍ବାଇରେ ସୁରକ୍ଷା ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କଙ୍ଗନାଙ୍କୁ ଅନୁରୋଧ ରକ୍ଷା କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ…

ବଡ଼ଦାଣ୍ଡରେ ଭାସୁଛି ଡ୍ରେନ୍ ପାଣି

ପୁରୀ: ପୁରୀ ସିଂହଦ୍ୱାର ଆଗରେ ନର୍ଦ୍ଦମା ପାଣି ମାଡ଼ି ପତିତପାବନ ଦର୍ଶନ କରିବାକୁ ଯାଉଛନ୍ତି ଶ୍ରଦ୍ଧାଳୁ। ସ୍ଥାନୀୟ ଲୋକମାନେ ବି ଯାତାୟତ କରୁଛନ୍ତି। ବଡଦାଣ୍ଡରେ ଡ୍ରେନ୍ ପାଣି ଚାଲିବା ପରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏହାକୁ ନେଇ ସେବାୟତ ଓ ଭକ୍ତଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି।…