Odisha Link
Bridging the Missing Links in Odisha
Daily Archives

September 7, 2020

ହୀରା ଚୋରା ଚାଲାଣ, ୧୭୧ ଖଣ୍ଡ ହୀରା ଜବତ

ନୂଆପଡା: ସୀମାନ୍ତ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ହୀରା ଚୋରା କାରବାର। ଛତିଶଗଡ଼ ସିମାନ୍ତବର୍ତ୍ତୀ ସିନାପାଲି ବ୍ଲକ ଅଞ୍ଚଳରୁ ଜଣେ ଅସାଧୁ ହୀରା ବ୍ୟବସାୟୀଙ୍କ ଠାରୁ ୧୭୧ ଖଣ୍ଡ ହୀରା ଜବତ କରାଯାଇଛି। ଅସାଧୁ ହୀରା ବ୍ୟବସାୟୀ ନୁତନ ପଟେଲ ପାଖରୁ ୪ ଖଣ୍ଡ ବଡ ହୀରା ସହ ସମୁଦାୟ ୧୭୧ ଖଣ୍ଡ ହୀରା ଜବତ…

ଅକ୍ଟୋବର ୧୨କୁ ଘଞ୍ଚିଲା ବର୍ଷାଙ୍କ…

କଟକ: ଆକ୍ଟୋବର ୧୨ରେ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଶୁଣାଣି ଲାଗି ତାରିଖ ଧାର୍ଯ୍ୟ କରାଯାଇଛି। ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରିନଥିବାରୁ ଶୁଣାଣିକୁ ଘୁଞ୍ଚାଯାଇଛି। ରିପୋର୍ଟ ଦାଖଲ ହୋଇନଥିବା ସମ୍ପର୍କରେ ବର୍ଷାଙ୍କ ଓକିଲ କହିଛନ୍ତି ।  ପ୍ରୋଟେକ୍ସନ ଅଫିସର…

ଆମ୍ବୁଲାନ୍ସ ଦୁର୍ଘଟଣାରେ ୩ ଆହତ

ଆଳି: କଟକରୁ ଜନୈକା ମୃତ ମହିଳାଙ୍କୁ ନେଇ ଫେରୁଥିବା ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଘଟାଇ ଚୁରମାର ହୋଇଯାଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ। ପ୍ରକାଶ ଯେ, କଟକରୁ…

କରୋନା: ରାଜ୍ୟରେ ୧୦ ସଂକ୍ରମିତଙ୍କ…

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୫୭ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

କରୋନା : ରାଜ୍ୟରେ ୩୮୬୧ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୮୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୮୯୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ…

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଗଜପତି: ଗଜପତି ଜିଲା ଶୁକୁଳିପଦର-ପଥରଗଡ଼ ରାସ୍ତାରେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ମୋହନା ଥାନା ପୁଲିସ ଶୁକୁଳିପଦର-ପଥରଗଡ଼ ରାସ୍ତାରେ ଚଢାଉ କରି ଏକ ଟ୍ରକରୁ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ପୁଲିସ ଗିରଫ କରିଛି। ଗିରଫ ୪…

ଆଜିଠୁ କୋଭାକ୍ସିନର ଦ୍ବିତୀୟ ପର୍ଯ୍ୟାୟ…

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେବ କୋଭାକ୍ସିନର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ। ଭାରତ ବାୟୋଟେକ ଦ୍ବାରା ବିକଶିତ କରାଯାଉଥିବା କରୋନା ଭାକ୍ସିନ କୋଭାକ୍ସିନର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡ୍ରଗ୍ସ ରେଗୁଲେଟରି ଅଥରିଟି ଅନୁମତି ଦେଇଛି। ପ୍ରଥମ ପର୍ଯ୍ୟାୟରେ ୧୨ଟି ସହରର ୩୭୫ ଜଣଙ୍କ ଠାରେ ପରୀକ୍ଷଣ…

ରାଜ୍ୟରେ ୨୪ ଘଣ୍ଟାରେ ୪୫ହଜାର ୧୬୫ ନମୁନା…

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୫ହଜାର ୧୬୫ ନମୁନା ପରୀକ୍ଷା ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ ନମୁନା ପରୀକ୍ଷା କରାଯାଇଛି। ଆଣ୍ଟିଜେନ୍‌ରେ ୩୮,୧୬୫, ଆରଟିପିସିଆରରେ ୬,୮୩୬ ଓ…

ଦେଶରେ କରୋନା: ଦେଶରେ ୪୨ ଲକ୍ଷ ଟପିଲା…

ନୂଆଦିଲ୍ଲୀ: ଦେଶରେ ଲାଗୁ ହୋଇଛି ଅନ୍‌ଲକ୍-୪। ଅପରପକ୍ଷେ ଦେଶରେ ଅଣାୟତ୍ତ କରୋନା ସଂକ୍ରମଣ। ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା। ଏପରିକି ଦୈନିକ ସଂକ୍ରମଣରେ ଭାରତ ଏକ ନମ୍ବର ସ୍ଥାନରେ ଆସିଛି ପହଁଞ୍ଚିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୪୨ଲକ୍ଷ ୦୪ ହଜାର ପାର…

ଆଜିଠାରୁ ଦେଶରେ ଗଡ଼ିଲା ମେଟ୍ରୋ ଟ୍ରେନ୍

ନୂଆଦିଲ୍ଲୀ: କରୋନା କାରଣରୁ ବନ୍ଦ ରହିଥିବା ଦିଲ୍ଲୀ ମେଟ୍ରୋ ଟ୍ରେନ୍ ଆଜିଠାରୁ ପୁଣି ଥରେ ଗଡ଼ିଛି। ସକାଳ ୭ଟାରେ ସମୟପୁର ବାଦଲିରୁ ହୁଡ୍ଡା ସିଟି ସେଣ୍ଟରକୁ ଗଡ଼ିଛି ଟ୍ରେନ୍। ୪୯ କିଲୋମିଟର ୟେଲୋ ଲାଇନ ଉପରେ ଏହି ଟ୍ରେନ୍ ଯାତ୍ରା କରିଛି। ଏହି ରୁଟରେ ୩୭ ଷ୍ଟେସନ ରହିଛି। ସେଗୁଡ଼ିକ ମଧ୍ୟରୁ ୨୦ଟି ଷ୍ଟେସନ…