ବିଲ୍ଡର ସଂସ୍ଥା ନିର୍ଦ୍ଦେଶକ ଗିରଫ

ଭୁବନେଶ୍ବର: ଘର ଦେବାକୁ କହି ୫ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ବିଲ୍ଡର ସଂସ୍ଥାର ନିର୍ଦ୍ଦେଶକଙ୍କୁ ଗିରଫ କଲା କ୍ରାଇମବ୍ରଞ୍ଚ ଇଓଡବ୍ଲୁ। କେଶରୀ ଇଷ୍ଟେଟ୍ ପ୍ରା. ଲିଃର ନିର୍ଦ୍ଦେଶକ ଅକ୍ଷୟ ଚୌଧୁରୀ ଗିରଫ ହୋଇଛନ୍ତି। ଡୁପ୍ଲେକ୍ସ ଯୋଗାଇ ଦେବାକୁ ବିଭିନ୍ନ ଲୋକଙ୍କ ଠାରୁ ଠକିଥିବା ଅଭିଯୋଗ ହୋଇଛି।
Comments are closed.