କରୋନା: ଓଡ଼ିଶାରେ ଲକ୍ଷେ ଟପିଲା ଆରୋଗ୍ୟ…
ଭୁବନେଶ୍ବର: ଆଜି ଓଡ଼ିଶାରେ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପିଛି। ଏନେଇ ଟୁଇଟ କରି କୋଭିଡ୍ ଯୋଦ୍ଧାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ସୁସ୍ଥଙ୍କ ସଂଖ୍ୟା ୯୯,୩୯୮ ଥିବା ବେଳେ ଆଜି ଏହି ସଂଖ୍ୟା ୧ ଲକ୍ଷ ଟପିଥିବା ମୁଖ୍ୟମନ୍ତ୍ରୀଙ୍କ ଟୁଇଟରୁ…