ସେ କେବେ ବି ମୋତେ ସ୍ବାମୀ ଭାବେ ମାନି…
ଭୁବନେଶ୍ବର: ଦାମ୍ପତ୍ୟ ବିବାଦକୁ ନେଇ ପୁଣି ଟୁଇଟ୍ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ବର୍ଷା ତାଙ୍କୁ କେବେ ବି ସ୍ବାମୀ ଭାବେ ଗ୍ରହଣ କରିନଥିବା କହିଲେ ଅନୁଭବ। ଆଜି ପୁଣି ବର୍ଷାଙ୍କୁ ଅନରେବଲ ମ୍ୟାଡାମ ବୋଲି କହିଛନ୍ତି ସାଂସଦ ଅନୁଭବ। ଥରଟିଏ ପାଇଁ ବି ଅନରେବଲ ମ୍ୟାଡାମ ସ୍ବାମୀ ଭାବେ ମାନି…