Odisha Link
Bridging the Missing Links in Odisha

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଷ୍ଟାଟସ ରିପୋର୍ଟ ତଲବ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଆଉ ପାଦେ ଆଗକୁ ଆଗେଇଛି। ଏନେଇ କ୍ରାଇମବ୍ରାଞ୍ଚକୁ ଷ୍ଟାଟସ ରିପୋର୍ଟ ତଲବ କଲେ ହାଇକୋର୍ଟ। ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ମାସେ ପରେ ମାମଲାର ଶୁଣାଣି କରିବାକୁ କହିଲେ ହାଇକୋର୍ଟ। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆବେଦନ ଉପରେ କୋର୍ଟଙ୍କ ଶୁଣାଣି କରିଛନ୍ତି। ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟ ଯାଇଛନ୍ତି ବିଦ୍ୟାଶ୍ରୀ।

Comments are closed.