Odisha Link
Bridging the Missing Links in Odisha
Daily Archives

September 11, 2020

ଅନ୍‌ଲାଇନରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର: ଅନଲାଇନରେ ହେବ ବିପିୟୁଟି ପରୀକ୍ଷା। କରୋନା ମହାମାରୀ କାରଣରୁ ବିଭିନ୍ନ ପରୀକ୍ଷାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏଥିପାଇଁ ବିପିୟୁଟି ପରୀକ୍ଷାକୁ ଅନ୍‌ଲାଇନରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଇଣ୍ଟର ମିଡିଏଟ ସେମିଷ୍ଟର ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍‌ଲାଇନ…

ପ୍ଲାଜମା ଦାନ କରିବା ପାଇଁ ଗଲେ ତିନି ଜଣ

ଭଦ୍ରକା: ଭଦ୍ରକ ଜିଲ୍ଲାରୁ ସୁସ୍ଥ ହୋଇଥିବା ଲୋକେ ପ୍ଲାଜମା ଦାନ ପାଇଁ ନିଜସ୍ଵ ଭାବେ ଆଗ୍ରହ ଦେଖାଉଛନ୍ତି। ପୂର୍ବରୁ ୪ ଜଣ ପ୍ଲାଜମା ଦାନ କରିଥିଲେ। ପ୍ରଥମେ ଦିଲ୍ଲୀପ କୁମାର ସାମଲ, ମାନସ କୁମାର ଦାସ, ରାମାକାନ୍ତ ଲେଙ୍କା ଓ ପ୍ରଶାନ୍ତ କୁମାର ବେହେରା ନିଜର ପ୍ଲାଜମା ଦାନ କରିଥିଲେ। ଆଜି ଜିଲ୍ଲାର ଅନ୍ୟ…

ଆସନ୍ତା ୧୩ ତାରିଖ ବନ୍ଦ ରହିବ ଭୁବନେଶ୍ବର…

ଭୁବନେଶ୍ୱର: ଆସନ୍ତା ୧୩ ତାରିଖ ରବିବାର ଦିନ ବନ୍ଦ ରହିବ ୧ ନମ୍ବର ହାଟ। ରବିବାର ଦିନ ନିଟ୍ ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୟୁନିଟ-୧ ହାଟକୁ ୬ ଘଣ୍ଟା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା…

ପୂଜା ଗାଇଡ୍‌ଲାଇନ୍‌କୁ ନେଇ ହାଇକୋର୍ଟରେ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପୂଜା ଗାଇଡ୍‌ଲାଇନ୍କୁ ଚାଲେଂଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏନେଇ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା କରାଯାଇଛି। ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ମଣ୍ଡପକୁ ଚାଲେଂଜ କରି ମାମଲା ଦାୟର ହୋଇଛି। ମୂର୍ତ୍ତିର ଉଚ୍ଚତା ୪ ଫୁଟ ରଖିବାକୁ ସରକାର…

ଆୟୁଷ୍ମାନ ଭାରତ ଲାଗୁ ମାମଲା: ୪ ରାଜ୍ୟକୁ…

ନୂଆଦିଲ୍ଲୀ: ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ନହେବା ନେଇ ସୁପ୍ରିମକୋର୍ଟରେ ମାମଲା। ଓଡ଼ିଶା ସହ ୪ ଟି ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହୋଇନଥିବା ନେଇ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଛି।‌ ଜନୈକ ପି. ଶେଖର ରାଓଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଛି। ଏହି…

କରୋନା କାଳରେ ପରୀକ୍ଷା: ପରୀକ୍ଷାର୍ଥୀଙ୍କ…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜୀବନ ସହ ଜୀବିକାକୁ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ସମଗ୍ର ଦେଶରେ ଅନ୍‌ଲକ୍-୪ କଟକଣା ଲାଗୁ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟ ଗୁଡ଼ିକ ମଧ୍ୟ କରୋନା କଟକଣାକୁ କୋହଳ କରିଛନ୍ତି। ଭାରତରେ ବର୍ତ୍ତମାନ ୪୫ ଲକ୍ଷ ୬୨ ହଜାର ୪୧୪…

ବରୀ ବିଧାୟିକା ଭାଇଙ୍କ ଗାଡ଼ି ପୋଡ଼ିଦେଲେ…

ଯାଜପୁର: ଗତକାଲି ବିଳମ୍ବିତ ରାତିରେ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ସାନ ଭାଇ ଉଜ୍ଜଳ ଦାସଙ୍କ ଗାଡ଼ି ତାଙ୍କ ବାଡ଼ିରେ ଥିଲା ବେଳେ କେହି ଦୁର୍ବୃତ୍ତ ପୋଡ଼ି ଦେଇଥିବା ଅଭିଯୋଗ ହେଇଛି। ଗାଡ଼ିଟି ତାଙ୍କ ଘର ନିକଟ ବାଡ଼ିରେ ଥିଲା। ବିଧାୟିକାଙ୍କ ବାପ ଘର ବରୀ ବଜାର ନିକଟ ବରୀ କଳାମାଟିଆ ମୁଖ୍ୟ ରାସ୍ତା କଡ଼ରେ…

ହୋମ୍‌ ଆଇସୋଲେସନରେ ବାଚସ୍ପତି…

ଭୁବନେଶ୍ୱର: ହୋମ୍‌ ଆଇସୋଲେସନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତିଙ୍କ କାର୍ଯ୍ୟାଳୟରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ହୋମ୍‌ ଆଇସୋଲେସନରେ ଅଛନ୍ତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତି ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି। ବିଧାନସଭା ଅଧିବେଶନ ପୂର୍ବରୁ…

କରୋନା: ବାଲେଶ୍ୱରରେ ହେବ ଆଉ ଏକ…

ଭୁବନେଶ୍ୱର: ଆଜି ବାଲେଶ୍ୱରର କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଏହି ଅବସରରେ ବାଲେଶ୍ୱରରେ ଆଉ ଏକ କୋଭିଡ ହସ୍ପିଟାଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ହସ୍ପିଟାଲରେ ୧୦୦ଟି ବେଡ ରହିବ। ଏହାଛଡ଼ା ଆଇସିୟୁ ଏବଂ ଓଟି ମଧ୍ୟ ରହିବ । ବାଲେଶ୍ୱରରେ ଥିବା ଜ୍ୟୋତି…

ରିୟାଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ‌ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ପୁଣି ଥରେ ଖାରଜ କରିଛନ୍ତିି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ। ମୁମ୍ବାଇ ସେସନ କୋର୍ଟ ଆଜି ରିୟା ଚକ୍ରବର୍ତ୍ତୀ ଓ ଷୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ…