Odisha Link
Bridging the Missing Links in Odisha
Daily Archives

September 11, 2020

ଭାରତ-ଚୀନ ସୀମା ବିବାଦ ସମାଧାନ ପାଇଁ…

ନୂଆଦିଲ୍ଲୀ : ଏଲ୍‌ଏସିରେ ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବା ବେଳେ ଗତକାଲି ଦୁଇଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ମସ୍କୋରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ସହ ଆଲୋଚନା କରିଛନ୍ତି। ପ୍ରାୟ…

ଆସୁଛି ଅନୁଭବ ମହାନ୍ତିଙ୍କ ବାୟୋପିକ

ଭୁବନେଶ୍ବର: କେନ୍ଦ୍ରପଡ଼ା ସାଂସଦ ତଥା ଅଭିନେତା ଅନୁଭବଙ୍କ ଏକ ବାୟୋପିକ ରିଲିଜକୁ ନେଇ ଚର୍ଚ୍ଚା ହେଉଛି। ଯାହାର ଟ୍ରେଲର ସାମ୍ନାକୁ ଆସିଛି। ଏହାର ସ୍କ୍ରିପ୍ଟ ଲେଖିଛନ୍ତି ଲୋକସଭା ଟିଭିର ରିପୋର୍ଟର ଓ ଆଙ୍କର ଜାଗୃତି ଶୁକ୍ଲା। ଲୋକସଭା ଟିଭିରେ ଆଙ୍କରିଂ କରୁଥିବା ଜାଗ୍ରତି ପୂର୍ବରୁ ଅନୁଭବଙ୍କ ସହ…

ଦେଶରେ କରୋନା; ୨୪ ଘଣ୍ଟାରେ ୯୬୫୫୧…

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହାର ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୯୬୫୫୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଲକ୍ଷ ୬୨ ହଜାର୪୧୪ ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୨୦୯ ଜଣ କରୋନା…