Odisha Link
Bridging the Missing Links in Odisha
Daily Archives

September 12, 2020

କରୋନା: ରାଜ୍ୟରେ ଆଉ ୧୧ ସଂକ୍ରମିତଙ୍କ…

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

ଜମି ପାଇଁ ଭାଇକୁ ହତ୍ୟା

ବଣାଇ: ସମ୍ପର୍କୀୟ ଭାଇକୁ ପଥରରେ ଛେଚି ହତ୍ୟା କରିଛି ଭାଇ। ଏମିତି ଏକ ଘଟଣା ଘଟିଛି ଚାନ୍ଦିପୋଷ ଥାନା ହାତୀଅଡ଼ା ଗାଁରେ। ଜମି ବିବାଦରୁ ନୃଶଂସ ହତ୍ୟା। ମୃତଦେହ ଜବତ ସହ ଅଭିଯୁକ୍ତକୁ ଅଟକ ରଖି ପୋଲିସର ପଚରାଉଚରା ଜାରି ରହିଛି।

ବିଜେଡ଼ି ଓ ବିଜେପି ସହ ଲଢ଼େଇ ଜାରି ରହିବ:…

ଭୁବନେଶ୍ବର: ମିଜୋରାମ ଓ ମଣିପୁର ପ୍ରଭାରୀ ହେବା ପରେ ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏନେଇ ଶ୍ରୀ ଦାସ କହିଛନ୍ତି ଯେ, କଂଗ୍ରେସ ସଂଗଠନ ମଜଭୁତ କରିବାକୁ ନୂଆ ପ୍ରଭାରୀଙ୍କ ସହ କାମ କରାଯିବ। ନୂଆ ପ୍ରଭାରୀ ଚେଲ୍ଳାକୁମାର ନିଷ୍ଠାବାନ କର୍ମୀ ସେ କାହାଦ୍ବାରା ପ୍ରଭାବିତ…

କରୋନା: ରାଜ୍ୟରେ ୩୭୭୭ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୩୭୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୬୮୯୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

ସୋନୁ ସୁଦଙ୍କ ମହାନତା: ୨୨୦ ନାବିକ…

ନୂଆଦିଲ୍ଲୀ: କରୋନା କାଳରେ ପ୍ରବାସୀ ମାନଙ୍କ ଭଗବାନ ସାଜିଥିବା ସୋନୁ ସୁଦଙ୍କ ଆଉ ଏକ ମହାନ୍‌ କାର୍ଯ୍ୟ। ସୋନୁ ସୁଦ କାଶୀର ନାବିକ ପରିବାରକୁ ସାହାଯ୍ୟ କରି ପୁଣି ଥରେ ଚର୍ଚ୍ଚାରେ। କାଶୀର ନାବିକ ପରିବାର ପକ୍ଷରୁ ଟୁଇଟରେ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ। ସୋନୁ ସୁଦ ଏହି କଥାକୁ ଗୁରୁତର ସହ ନେଇ ୨…

ମାଙ୍କଡ଼ଙ୍କ ଠାରେ ‘କୋଭାକ୍ସିନ’ର ସଫଳ…

ନୂଆଦିଲ୍ଲୀ : ମାଙ୍କଡ଼ ଦେହରେ ଭାରତ ବାୟୋଟେକର କରୋନା ଟୀକା ‘କୋଭାକ୍ସିନ’ର ସଫଳ ପରୀକ୍ଷଣ ହୋଇଛି। ପଶୁଙ୍କ ଉପରେ କୋଭାକ୍ସିନର ଟ୍ରାଏଲ ସଫଳ ହୋଇଥିବା ନେଇ ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନି ଦାବି କରିଛି। ଏଥସହ ଭାକସିନ୍‌ର ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମଞ୍ଜୁରୀ ମିଳିଛି। କୋଭାକ୍ସିନ୍…

ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ…

ଭୁବନେଶ୍ୱର: ଓଡ଼ିଶାରେ ଦୁଇଟି ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ଯଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମବଣାଳୟର ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ(ଏନଡିଏଚ୍‌ଏମ୍‌) ଏବଂ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି ପିଏମଜେଏୱାଇ) ଲାଗୁ କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି…

ମହାନଦୀ ପଠାରେ ଫସିଛନ୍ତି ହାତୀପଲ

କଟକ: କଟକ ଜିଲ୍ଲା ବାଙ୍କି ମହାନଦୀ ପଠାରେ ଫସିଛନ୍ତି ହାତୀ ପଲ। ବାଙ୍କିର ଭଗିପୁର ମହାନଦୀ ପଠାରେ ଏହି ହାତୀ ପଲ ପାଣି ଭିତରେ ଫସି ରହିଛନ୍ତି। ପାଣି ଭିତରେ ପ୍ରାୟ ୧୮ଟି ହାତୀ ଫସି ରହିଥିବା ଜଣାପଡିଛି। ହାତୀପଲ ଆଠଗଡ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଆସୁଥିବା ବେଳେ ମହାନଦୀ ପଠାରେ ଫସି…

ଆଜି ଚୀନ୍‌ରୁ ଫେରିବେ ୫ ଅପହୃତ ଭାରତୀୟ

ନୂଆଦିଲ୍ଲୀ: ଅରୁଣାଚଳରୁ ଅପହୃତ ୫ ଜଣଙ୍କୁ ଆଜି ଫେରାଇବ ଚୀନ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା ଅରୁଣାଚଳ ପ୍ରଦେଶ ସାଂସଦ କିରଣ ରିଜଜୁ। ସେ କହିଛନ୍ତି ଯେ, ଭାରତୀୟ ସେନା ଦ୍ୱାରା ପଠାଯାଇଥିବା ହଟଲାଇନ ମେସେଜର ଜବାବ ଦେଇଛି ଚୀନର ପିଏଲଏ। ଅରୁଣାଚଳରୁ ନିଖୋଜ ୫…

ଦୁଇ ହରିଣ ଶିକାରୀ ଗିରଫ

ସମ୍ବଲପୁର: ବଡ଼ମାଳ ରେଞ୍ଜ ଜଙ୍ଗଲରେ ବନବିଭାଗ ଚଢାଉ କରିଥିବା ଜଣାପଡ଼ିଛି। ଚଢାଉ ବେଳେ ଦୁଇ ହରିଣ ଶିକାରୀଙ୍କୁ ଗିରଫ କରିବା ସହ ହରିଣ ମାଂସ ଜବତ କରିଛି। ହରିଣ ଶିକାର କରି ମାଂସ ଭାଗ ବେଳେ ଦୁଇ ଶିକାରୀ ଗିରଫ ହୋଇଛନ୍ତି। ଶିକାରୀଙ୍କ ଠାରୁ ୪୦ କେଜି ମାଂସ ଜବତ ସହ ଦେଶୀ ବନ୍ଧୁକ ଓ ଟର୍ଚ୍ଚ ଲାଇଟ ମଧ୍ୟ…