Odisha Link
Bridging the Missing Links in Odisha
Daily Archives

September 12, 2020

ଟୋକିଓରେ ଭୂକମ୍ପ ଝଟକା

ଟୋକିଓ : ଜାପାନର ରାଜଧାନୀ ଟୋକିଓରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପ ଝଟକା ଟୋକିଓ ଠାରୁ ୪୦୭ କିଲୋମିଟର ଉତ୍ତର ଠାରୁ ଉତ୍ତର-ପୂର୍ବ ଅଞ୍ଚଳରେ ଅନୁଭବ ହୋଇଛି। ଏନେଇ ଏନସିଏସ ପକ୍ଷରୁ ସୂଚନା ମିଳିଛି। ଆଜି ସକାଳ ୮ଟା୧୪ରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର…

ରାଜ୍ୟରେ ୨୪ ଘଣ୍ଟାରେ ୫୦ ହଜାର ୯୭୯…

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ମଧ୍ୟରେ ୫୦ ହଜାର ୯୭୯ ନମୁନା ପରୀକ୍ଷା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଶନିବାର ସୂଚନା ଦେଇଛନ୍ତି। ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ କରାଯାଉଥିବା ବେଳେ ଏହା ପୁଣି ୫୦ ହଜାରରୁ ଅଧିକ ହୋଇଛି। ଆରଟିପିସିଆର୍‌,…

ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର…

ଭୁବନେଶ୍ୱର: ନିଟ୍‌ ପରୀକ୍ଷା ପାଇଁ ରାଜ୍ୟରେ ୪ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରିଛି ପୂର୍ବତଟ ରେଳପଥ। ଭଦ୍ରକ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌ ୧୨ ତାରିଖ ଅପରାହ୍‌ଣ ୪ଟାରେ ଭଦ୍ରକ ଛାଡ଼ି ସନ୍ଧ୍ୟା ୭ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବ ଏବଂ ୧୩ ତାରିଖ ସନ୍ଧ୍ୟା ୭ଟାରେ ଭୁବନେଶ୍ବରୁ ବାହାରି ରାତି…

ଦେଶରେ କରୋନା: ୨୪ ଘଣ୍ଟାରେ ୯୭,୫୭୦…

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହେଇ ବୃଦ୍ଧି ପାଇବାକୁ ଲାଗିଛି। ୨୪ ଘଣ୍ଟାରେ ୯୭,୫୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୦୧ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭,୪୭୨ରେ ପହଞ୍ଚିଛି। ନୂଆ ସଂକ୍ରମିତଙ୍କ…

JEE Main 2020 Result: ୨୪ ଜଣ ଶତ…

ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE Main 2020 ପରୀକ୍ଷାଫଳ। ଶୁକ୍ରବାର ବିଳମ୍ବିତ ରାତିରେ ନ୍ୟାସନାଲ ଟେଷ୍ଟିଙ୍ଗ୍‌ ଏଜେନ୍ସି (NTA) ପ୍ରକାଶ କରିଛି ଜେଇଇ ମେନ୍‌ ୨୦୨୦ ରେଜଲ୍ଟ। ଚଳିତ ବର୍ଷ ୨୪ ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ସ୍କୋର କରିଛନ୍ତି। ଛାତ୍ରଛାତ୍ରୀ ମାନେ  ଏହି   …

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଡ.…

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଦାୟିତ୍ବରେ ପରିବର୍ତ୍ତନ। ଡକ୍ଟର ଚେଲ୍ଲା କୁମାରଙ୍କୁ ଓଡ଼ିଶା କଂଗ୍ରେସର ପ୍ରଭାରୀ ଦାୟିତ୍ବ। ଏନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତାମିଲନାଡ଼ୁର କ୍ରିଷ୍ଣଗିରି ସାଂସଦ ହେଉଛନ୍ତି ଚଲ୍ଲେକୁମାର। ସୂଚନାଥାଉକି, ୨୦୧୯ ସାଧାରଣ ନିର୍ବାଚନ…

ସଫେଇ କର୍ମଚାରୀଙ୍କ ପାଇଁ ଖୁସି ଖବର,…

ଭୁବନେଶ୍ବର: ରାଜ୍ୟର ସଫେଇ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟର ସଫେଇ କର୍ମଚାରୀ ମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା କରିଛନ୍ତି। ସଫେଇ କର୍ମଚାରୀଙ୍କ ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଗରିମା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ସେପ୍‌ଟିକ୍…