ବର୍ଷା ଆଶଙ୍କା: ୪ ଜିଲ୍ଲାକୁ ୟେଲୋ…
ଭୁବନେଶ୍ବର: ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ଏକ ‘ୱେଲ ମାର୍କଡ୍ ଲୋ ପ୍ରେସର ଏରିଆ’ରେ ପରିଣତ ହୋଇଛି। ଏହା କ୍ରମଶଃ ଏକ ଘୂର୍ଣ୍ଣିବଳୟରେ ରୂପାନ୍ତରିତ ହୋଇ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି।…