୩ ବାଇକ୍ ମୁହାଁମୁହିଁ , ଚାଲିଗଲା ଦୁଇ ଜୀବନ

ମାଲକାନଗିରି: ୩ ବାଇକ୍ ମୁହାଁମୁହିଁ ଧକ୍କା ହେବା ପରେ ଦୁଇ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ ୪ ଗୁରୁତର ହୋଇଛନ୍ତି। ମାର୍କାପାଲି ଛକରେ ୩ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ମୃତହତମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଗୁରୁତର ୪ ଯୁବକ ମାଲକାନଗିରି ଜିଲ୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
Comments are closed.